ପୁଣି ଅଶାନ୍ତ ପୁରୀ, ହସ୍ପିଟାଲ ଛକରେ ଯୁବକଙ୍କୁ ଛୁରାମାଡ କରି ଦୁର୍ବୃତ୍ତ ଫେରାର
ପୁରୀ (କେନ୍ୟୁଜ): ପୁଣି ଅଶାନ୍ତ ହୋଇଛି ପୁରୀ । ଦିନକୁ ଦିନ ଦୁର୍ବୃତ୍ତଙ୍କ ଆତଙ୍କରାଜ ବଢିବାକୁ ଲାଗିଛି । ଗତକାଲି ରାତିରେ ପୁରୀ ହସ୍ପିଟାଲ ଛକରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି । ଗୁରୁତର ଯୁବକ ଖଡ଼ିପଦା ଅଞ୍ଚଳର ଦୀପକ ମଲ୍ଲିକ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ଦୀପକ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ପରିଚାଳିତ ବ୍ୟାଟେରୀ ଅଟୋ ଚାଳକ ।
ସୂଚନା…
Read More...