ଭୁବନେଶ୍ବର(କନ୍ଯେଜ୍) : ଭୁବନେଶ୍ୱର କିମ୍ସ ଅଡିଟୋରିୟମ୍ରେ ଆୟୋଜିତ ହୋଇଛି ‘ପରମ୍ପରା’ । ସିମ୍ଫୋନୀ ମ୍ୟୁଜିକାଲ୍ ଗ୍ରୁପ ଦ୍ୱାରା ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ । କାର୍ଯ୍ଯକ୍ରମରେ ରାଗ ସଙ୍ଗୀତ, ଲୋକ ସଙ୍ଗୀତ ଓ ପୁରୁଣା ହିନ୍ଦୀ ସଙ୍ଗୀତ ପରିବେଷିତ ହୋଇଥିଲା । ବଂଶୀ ଓ ତବଲା ବାଦନ ମାଧ୍ୟମରେ ରାଗ ସଙ୍ଗୀତ ଓ ପୁରୁଣା ହିନ୍ଦି ଫିଲ୍ମର ଗୀତ ପରିବେଷିତ ହୋଇଥିଲା । ସଙ୍ଗୀତ ପରିବେଷଣ କରିଥିଲେ ଓ୍ଵାଜିଦ୍ ଶେଖ୍ ଓ ପୃଥ୍ଵୀରାଜ ପଣ୍ଡା । ଏଥିରେ ରାକେଶ ବିଶ୍ୱାଳ ମଧ୍ୟ ଗୀତାର ବାଦନ କରିଥିଲେ । ପୁରୁଣା ଗୀତର ତାଳେ ତାଳେ ତାଙ୍କର ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ମୁଗ୍ଧ କରିଥିଲା ।
Trending
- ବଦଳିଲେ ଟୁଇନ ସିଟି ପୋଲିସ କମିଶନର । ଆଇପିଏସ୍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ହେଲେ ନୂଆ ପୋଲିସ୍ କମିଶନର
- ଜୟପୁର: ଭିଜିଲାନ୍ସ ଅଫିସ ଆଗରେ ହାଇୱା ଧକ୍କାରେ ଜଣେ ମୃତ, ଡ୍ରାଇଭରକୁ ମାଡ଼ମାରି ହାଇୱା ଜାଳିଦେଲେ ଲୋକେ
- ଜଟଣୀ: ବେଣାପଞ୍ଜୁରୀ ଗାଁରେ କମେଣ୍ଟମରାକୁ କେନ୍ଦ୍ର କରି ବୋମାମାଡ଼, ୩ ଗୁରୁତର
- ଭୁବନେଶ୍ୱରରେ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- ଓଡିଶାରେ ଯେଉଁ ଜଙ୍ଗଲରେ ନିଆଁ ଲାଗିଛି ତାକୁ ଲିଭାଇବେ ଓଡ୍ରାଫ୍ ଟିମ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ମହିଳା ଦିବସରେ ମହିଳା ଆଇଆଇସିଙ୍କୁ ଶୁଭେଚ୍ଛା ଜଣାଇଲେ ପୋଲିସ ମହାନିର୍ଦ୍ଦେଶକ ଅଭୟ
- ଶିମିଳିପାଳ ଏବଂ ଅନ୍ଯ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ରାଜ୍ଯ ସରକାର ଗଠନ କଲେ ଟାସ୍କ ଫୋର୍ସ
- ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା
- SCB ମେଡିକାଲର ସର୍ଜରୀ ବିଭାଗରେ ଛାତରୁ ଫ୍ୟାନ୍ ଖସିଲା ରୋଗୀ ଗୁରୁତର
- କଳାହାଣ୍ଡିରେ ଏକ ତରଫା ପ୍ରେମକୁ ନେଇ ପ୍ରେମିକର ଉନ୍ମତ୍ତକାଣ୍ଡ