ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ, ଦୁଇ ମାଓବାଦୀ ମୃତ
ବୌଦ୍ଧ (କେନ୍ୟୁଜ): ଓଡ଼ିଶା ପୋଲିସକୁ ବଡ଼ ସଫଳତା । ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଦୁଇ ମାଓବାଦୀ ମୃତ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ପାଢେଲ ସଂରକ୍ଷିତ ଜଙ୍ଗଲରେ ହୋଇଛି ଗୁଳିବିନିମୟ ହୋଇଛି । ଘଟଣାସ୍ଥଳରୁ ବନ୍ଧୁକ, ଗ୍ରେନେଡ ଓ ବହୁ ଆଧୁନିକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଜଙ୍ଗଲରେ ପ୍ରାୟ ୨୦ରୁ ଅଧିକ କେକେବିଏନ୍ ମାଓବାଦୀ ଅସ୍ଥାୟୀ କ୍ୟାମ୍ପ କରିଥିଲେ । ବଡ଼ ଧରଣରର ଅଘଟଣ ଘଟାଇବାକୁ…
Read More...