୪୫ ଟପିଲା ତାମମାତ୍ରା, ବୌଦ୍ଧ ଓ ବାରିପଦାରେ ରେକର୍ଡ ୪୫.୨ ଡିଗ୍ରୀ
ଭୁବନେଶ୍ୱର : ୪୫ ଟପିଲା ତାମମାତ୍ରା । ବୌଦ୍ଧ ଓ ବାରିପଦାରେ ୪୫.୨ ଡିଗ୍ରୀ ଟପିଲା ପାରଦ । ରାଜ୍ୟରେ ଅସମ୍ଭାଳ ତାତି । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସ୍ତବ୍ୟସ୍ତ ଜନଜୀବନ । ଗତ କିଛି ଦିନ ହେଲା ଭୟଙ୍କର ତାତିରେ ଭାଜି ହେଉଛି ଓଡ଼ିଶା। ଆଗକୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମକୋପ ।
ଜଳୀୟବାସ୍ପପୂର୍ଣ୍ଣ ବାୟୁ ଓ ଉତ୍ତପ୍ତ ବାୟୁମଣ୍ଡଳ ପରସ୍ପର ସହ ପ୍ରତିକ୍ରିୟା ହେତୁ ଆଜି ଠାରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା…
Read More...