ପଞ୍ଜାବ: ଦୁଇ ମହଲା ଘର ଭୁଶୁଡ଼ି ୩ ଶ୍ରମିକ ମୃତ; ଏବେ ବି ଫସି ରହିଛନ୍ତି ଜଣେ

ପଞ୍ଜାବର ରୂପନଗରର ପ୍ରୀତ୍‌ କଲୋନୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଦୁଇ ମହଲା ବିିଶିଷ୍ଟ ଏକ ଘର ଭୁଶୁଡ଼ି ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏବେ ବି ଜଣେ ଶ୍ରମିକ ଭଗ୍ନାବଶେଷ ଭିତରେ ଫସି ରହିଛନ୍ତି । ଏହି ସୂଚନା ଦେଇ ପୋଲିସ କହିଛି ଯେ ଫସି ରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି । ଏହି ଘଟଣା ଗୁରୁବାର ଘଟିଥିଲା । ସେହି ସମୟରେ ଶ୍ରମିକମାନେ ଘରର ଲିଣ୍ଟେଲ ଉଠାଉଥିଲେ ।…
Read More...

ରାଜ୍ୟ

ଦେଶ ବିଦେଶ

ବ୍ୟବସାୟ ଓ ଅର୍ଥନୀତି

ଲାଇଫ୍ ଷ୍ଟାଇଲ୍

ଟେକ୍

ସ୍ପେଶାଲ

ରାଶିଫଳ

ଦୈନିକ ରାଶିଫଳ: ଆଜି ଏହି ରାଶିଙ୍କର ଚମକିବ ଭାଗ୍ୟ, ପାଇବେ ଶୁଭଫଳ

ମେଷ: ଆଜି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କ ପାଇଁ ଦିନଟି ଭଲ ହେବାକୁ ଯାଉଛି । ଆପଣଙ୍କ ପ୍ରଗତି ପଥରେ ଆସୁଥିବା ବାଧା ଦୂର ହେବ । ଭ୍ରମଣ ସମୟରେ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବେ । ବୃଷ: ଆଜିର ଦିନଟି ଏକ ସାଧାରଣ ଦିନ ହେବାକୁ ଯାଉଛି । ଆପଣ ଭଲ ଚିନ୍ତାଧାରାକୁ ବଜାୟ ରଖନ୍ତୁ, କର୍ମକ୍ଷେତ୍ରରେ ବହୁତ ଉପଯୋଗୀ ହେବ । ଜୀବନସାଥୀ ଏକ ନୂତନ ଚାକିରି ପାଇପାରନ୍ତି । ମିଥୁନ: ବିତର୍କରୁ ଆଜି ଦୂରେଇ ରହିବା ଭଲ ।…
Read More...

କ୍ରୀଡା