ମେ’ ୭ ଯାଏ ଜେଲ୍ରେ ରହିବେ ସିଏମ୍ କେଜ୍ରିଓ୍ଵାଲ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମିଳିଲାନି ଆଶ୍ୱସ୍ତି
ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳିନାହିଁ । ମଙ୍ଗଳବାର କୋର୍ଟ ତାଙ୍କୁ ମେ’ ୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ବର୍ତ୍ତମାନ କେଜ୍ରିୱାଲ ମେ’ ୭ରେ ପୁଣିଥରେ କୋର୍ଟରେ ହାଜର ହେବେ । ନ୍ୟାୟିକ ହେପାଜତ ଶେଷ ହେବା ପରେ ସିଏମ୍ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜେଲରୁ ହାଜର ହୋଇଥିଲେ ।
ଏହାପୂର୍ବରୁ ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ…
Read More...