ଜାଣନ୍ତୁ ଆଜି କେତେ ଅଛି ଆପଣଙ୍କ ସହରରେ ପେଟ୍ରୋଲ-ଡିଜେଲ ଦାମ୍‌

ସରକାରୀ ତୈଳ କମ୍ପାନୀଙ୍କ ଦ୍ୱାରା ଆଜି ପେଟ୍ରୋଲ ଡିଜେଲ ଦର ସ୍ଥିର ରହିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୮୧.୦୨ ଟଙ୍କା ପ୍ରତି ଲିଟର ରହିଥିବାବେଳେ ଡିଜେଲ ପ୍ରତି ଲିଟର ପିଛା ରହିଛି ୮୦.୦୨ ଟ ଙ୍କା। ସେହିପରି ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇ ଏବଂ କୋଲକାତାରେ ପେଟ୍ରୋଲ ଏବଂ ଡିଜେଲ ଦାମ ପୂର୍ବଭଳି ରହିଛି ଅର୍ଥାତ କୌଣସି ପରିବର୍ତ୍ତନ ହୋଇନାହିଁ। ଯଦିଓ ୩୦ ଜୁଲାଇରେ ଦିଲ୍ଲୀ ସରକାର ଡିଜେଲ ଦାମରେ ୮ ଟଙ୍କା ୩୬ ପଇସା ହ୍ରାସ କରିଥିଲେ। ଯାହାପରେ ଦିଲ୍ଲୀରେ ଡିଜେଲର ଦାମ ବଜାରରେ ରହିଛି ୭୩.୫୬ ଟଙ୍କା ପ୍ରତି ଲିଟର ହୋଇଯାଇଥିଲା।

ଆଜି ଦିଲ୍ଲୀରେ ପେଟ୍ରୋଲର ଦାମ ୮୦.୪୩ ଟଙ୍କା ପ୍ରତି ଲିଟର ରହିଛି। ସେହିପରି ଡିଜେଲର ଦାମ ୭୩.୫୬ ଟଙ୍କା ପ୍ରତି ଲିଟର ରହିଛି। ସେହିପରି ଡିଜେଲର ଦାମ ରହିଛି ୭୩.୫୬ ଟଙ୍କା ପ୍ରତି ଲିଟର ରହିଛି। ଆଇଓସିଏଲ ୱେବସାଇଟ ଅନୁଯାୟୀ କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ଏକ ଲିଟର ପେଟ୍ରୋଲର ଦାମ କ୍ରମଶଃ ୮୨.୧୦, ୮୭.୧୯ ଏବଂ ୮୩ .୬୩ ଟଙ୍କା ପ୍ରତି ଲିଟର ରହିଛି। ଡିଜେଲ ବିଷୟରେ କହିବା ତ ଏହି ମହାନଗରରେ ଏହାର ଦାମ କ୍ରମଶଃ ୭୭.୦୪, ୮୦.୧୧ ଏବଂ ୭୮.୮୬ ଟଙ୍କା ରହିଛି।

କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ

ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ ଏସଏମଏସ ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

Leave A Reply

Your email address will not be published.