Odisha News
.

ଅଯୋଧ୍ୟା ମାମଲାରେ ସୁପ୍ରିମ କୋର୍ଟଙ୍କ ରାୟକୁ ହାର ବା ଜିତ ଭାବେ ଗ୍ରହଣ ନକରିବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଅଯୋଧ୍ୟା ମାମଲା ନେଇ ସୁପ୍ରିମ କୋର୍ଟଙ୍କ ରାୟକୁ ହାର ବା ଜିତ ଭାବେ ଗ୍ରହଣ ନକରିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାମ ଭକ୍ତ ହୁଅନ୍ତୁ ବା ରହିମ ଭକ୍ତ , ସମସ୍ତଙ୍କ ମଧ୍ୟରେ ଦେଶଭକ୍ତିର ଭାବନା ସଶକ୍ତ ହେବା ଜରୁରୀ ବୋଲି ସେ ପରାମର୍ଶ ଦେଇଛନ୍ତି। ଶାନ୍ତି, ସଦ୍‌ଭାବ ଓ ଏକତା ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅପିଲ କରିଛନ୍ତି। ସେହିପରି ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇଥିବା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା।

Loading...

Leave A Reply

Your email address will not be published.