ଉଚ୍ଚଶିକ୍ଷିତ ହୋଇ ବି ପ୍ରେମ ପାଇଁ କଲେ ଚା ଦୋକାନ
ଲୋକଙ୍କ ଯିବା ଆସିବା ରାସ୍ତାକଡ଼ରେ ଛୋଟିଆ କେବିନ୍ ଟିଏ । ତା ଆଗକୁ ରଙ୍ଗିନ୍ ଆଲୋକମାଳାରେ ସୁନ୍ଦର ଭାବରେ ସଜାସଜ୍ଜି ହୋଇଛି କିଛି ସ୍ଥାନ । ଚାରିପାଖରେ ବାଉଁଶ ଘେରା ବାଡ଼ ସାଙ୍ଗକୁ ବାଉଁଶ ଗୁଡ଼ିକ ରଙ୍ଗିନ୍ କରାଯାଇଛି ଏବଂ ସେ ବାଉଁଶର କଡ଼ରେ କିଛି ରଙ୍ଗିନ୍ ପତ୍ର ଗଛ ଲଗାଯାଇଛି । ଲାଗୁଛି ସତେ ଯେମିତି ଅଳ୍ପ ସମୟ ପରେ କାହାର ହାପି ବାର୍ଥ ଡେ ପାଳନ ହେବାକୁ ଯାଉଛି କି ! ଏ ସୁନ୍ଦର ଆଲୋକମାଳାର ସାଜସଜ୍ଜା ଆମକୁ ଟାଣି…
Read More...