ଭଦ୍ରକ(କେନ୍ୟୁଜ୍): ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗରେ ତାତିଲେ ଲୋକ । ଭଦ୍ରକ ଜିଲ୍ଲା ତିହିଡିରେ ଜାଳି ଦେଲେ ପୋଲିସ ଗାଡ଼ି । ବିଚ୍ ରାସ୍ତାରେ ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଲେ ସ୍ଥାନୀୟ ଲୋକ । ଏହାସହ ଭଦ୍ରକ-ଚାନ୍ଦବାଲି ଅଲିନଗର ଛକଠାରେ ରାସ୍ତା ଅବରୋଧ କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ମୁତୟନ ହୋଇଛନ୍ତି ବ୍ୟାପକ ପୋଲିସ ଫୋର୍ସ ।
Trending
- କୋରାପୁଟ: ଲକ୍ଷ୍ମୀପୁର ବିଡିଓଙ୍କୁ ଚାକିରିରୁ ବରଖାସ୍ତ କଲେ ରାଜ୍ୟ ସରକାର
- ଗାଁ ସାଥି ରମେଶ ସିଂ ହତ୍ୟା ଘଟଣାରେ ମିଳିଲା ଆଉ ଏକ କଟା ଗୋଡ
- ଦେଶରେ ଟିକାକରଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି
- ବ୍ରହ୍ମପୁର: କବାଟ ଭାଙ୍ଗି ନେଲେ ୧୫ ଭରି ସୁନା
- “ଷ୍ଟାଚ୍ୟୁ ଅଫ୍ ୟୁନିଟି”କୁ ସଂଯୋଗ କରୁଥିବା ୮ଟି ଟ୍ରେନର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ଅଷ୍ଟ୍ରେଲିଆ ୩୬୯ରେ ଅଲଆଉଟ୍
- ଆଜିଠାରୁ ସାରା ଦେଶରେ ଟିକାକରଣ