ବନ୍ଧୁକ ଦେଖାଇ ଦମ୍ପତିଙ୍କ ଠାରୁ ଲୁଟିନେଲେ ସୁନା ଗହଣା
ଆନନ୍ଦପୁର : ଦମ୍ପତିଙ୍କ ଠାରୁ ଲୁଟିନେଲେ ସୁନା ଗହଣା । ତିନି ଦୁର୍ବୃତ୍ତ ଗୁଳି ଫୁଟାଇ ଭୟଭୀତ କରି ଢ଼େଙ୍କିକୋଟ ଅଞ୍ଚଳର ଦମ୍ପତିଙ୍କ ଠାରୁ ଲୁଟି ନେଇଛନ୍ତି ସୁନା ଗହଣା । କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ବୀରଗୋବିନ୍ଦପୁର ଛକରେ ଘଟିଛି ଏହି ଘଟଣା ।
ଢେଂକିକୋଟର ନିଗମ ପ୍ରସାଦ ସାହୁ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ସ୍କୁଟି ଯୋଗେ ଟୋଲଙ୍କପଡା ଯାଉଥିବା ବେଳେ ଦିନ ଦ୍ୱିପ୍ରହରରେ ଗୋଟିଏ…
Read More...