ବିଜେଡି ଛାଡ଼ିଲେ ଆକାଶ ଦାସ ନାୟକ, ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର
ଭୁବନେଶ୍ୱର (କେନ୍ୟୁଜ): ବିଜେଡି ଛାଡ଼ିଲେ ଆକାଶ ଦାସ ନାୟକ । ଆଜି ସେ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରୁ ପଠାଇଛନ୍ତି ଇସ୍ତଫାପତ୍ର । ଯାଜପୁର ଜିଲ୍ଲା କୋରେଇରୁ ଥରେ ବିଧାୟକ ଥିଲେ ଆକାଶ ଦାସନାୟକ । ୨୦୧୪ରୁ ୨୦୧୯ ଯାଏ ବିଧାୟକ ଥିଲେ । ବିଜେଡି ଛାଡ଼ିବା ପରେ ଆକାଶ କେଉଁ ଦଳକୁ ଯିବେ ସେନେଇ ସ୍ପଷ୍ଟ ହୋଇନାହିଁଁ।
Read More...