ନିଜ ବାହାଘର କାର୍ଡ ନେଇ କାଶୀ ବିଶ୍ୱନାଥ ମନ୍ଦିର ଗଲେ ଗୋବିନ୍ଦାଙ୍କ ଭାଣିଜୀ, ଭୋଳାବାବାଙ୍କର ନେଲେ ଆଶୀର୍ବାଦ
କନ୍ୟା ସାଜିବେ ଆରତି । ଅଭିନେତ୍ରୀ ଆରତି ସିଂଙ୍କୁ ତାଙ୍କ ସ୍ୱପ୍ନର ରାଜକୁମାର ମିଳିଯାଇଛି । ବହୁତ ଜଲ୍ଦି ସେ ହାତକୁ ଦି’ ହାତ ହେବେ । ଏପ୍ରିଲ ୨୫ରେ ଦୁହିଁଙ୍କ ହାତଗଣ୍ଠି ପଡ଼ିବ । କୋଟିପତି ବ୍ୟବସାୟୀ ଦୀପକ ଚୌହାନଙ୍କୁ ନିଜ ଜୀବନସାଥୀ କରିବାକୁ ଯାଉଛନ୍ତି ଟିଭି ଅଭିନେତ୍ରୀ ଆରତି ସିଂ । ସେ ନିଜ ବିବାହକୁ ନେଇ ସୁପର ଏକ୍ସାଇଟେଡ୍ ମଧ୍ୟ ଅଛନ୍ତି । ତେବେ ଉଭୟଙ୍କର ଆରେଞ୍ଜ୍ ମ୍ୟାରେଜ ବୋଲି କୁହାଯାଉଛି ।
ଆରତି ସିଂ…
Read More...