ଶ୍ରୀମାର୍ଗରେ ଯୁବକଙ୍କୁ ଛୁରାମାଡ, ପୋଲିସ ତଦନ୍ତ ଆରମ୍ଭ
ପୁରୀ : ଶ୍ରୀମନ୍ଦିର ନିକଟ ଶ୍ରୀମାର୍ଗରେ ଆଜି ସନ୍ଧ୍ୟାରେ ଯୁବକଙ୍କୁ ହୋଇଛି ଛୁରାମାଡ । ଗୁରୁତର ଯୁବକ ମନୋଜ ନାୟକଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ଅବସ୍ଥା ଗୁରୁତର ଥିବାରୁ ପରେ କଟକ ସ୍ଥାନାନ୍ତର କରାଯାଇଛି। ମନୋଜ ଶ୍ରୀମାର୍ଗରେ ବସିଥିବାବେଳେ ଦୁଇ ଜଣ ଯୁବକ ଆସି ଛୁରାମାଡ କରିଥିବା ଅଭିଯୋଗ ହୋଇଛି । ଖବର ପାଇଟାଉନ ଥାନା ପୋଲିସ ସହ ସିଟି ଡିଏସପି ଓ ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…
Read More...