ହ୍ଵାଟ୍ସଆପ୍ ଆଣୁଛି ନୂଆ ଫିଚର, ଏବେ ଭିଡିଓକୁ ସହଜରେ କରିପାରିବେ ରିଭାଇଣ୍ଡ୍
ହ୍ଵାଟ୍ସଆପ୍ ହେଉଛି ଏକ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ, ଯାହା ବିଶ୍ୱର ଲକ୍ଷ ଲକ୍ଷ ଲୋକ ବ୍ୟବହାର କରୁଛନ୍ତି । ଏହି ପ୍ଲାଟଫର୍ମ ଲୋକମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ । ସାଙ୍ଗ ଏବଂ ସମ୍ପର୍କୀୟଙ୍କ ସହ ଚାଟ୍ କରିବା ହେଉ କିମ୍ବା ଅଡିଓ-ଭିଡିଓ କଲ କରିବା ପାଇଁ ହେଉ ଲୋକମାନେ ଏହାକୁ ଅଧିକ ବ୍ୟବହାର କରନ୍ତି । ହ୍ଵାଟ୍ସଆପ୍ ନିଜ ୟୁଜରମାନଙ୍କ ପାଇଁ ଅନେକ ସମୟରେ ନୂଆ ନୂଆ ଫିଚର ଆଣିଥାଏ । ବର୍ତ୍ତମାନ ଏକ ନୂଆ ଅନଲାଇନ୍ ରିପୋର୍ଟ…
Read More...