ରାଜ୍ୟରେ ଅଂଶୁଘାତରେ ପ୍ରଥମ ମୃତ୍ୟୁ, ଏସଆରସି କାର୍ଯ୍ୟାଳୟ ପକ୍ଷରୁ ସୂଚନା

ଭୁବନେଶ୍ୱର : ରାଜ୍ୟରେ ଅଂଶୁଘାତରେ ପ୍ରଥମ ମୃତ୍ୟୁ । ଏସଆରସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ହେଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମହେଶପୁର ଅଞ୍ଚଳର ଲକ୍ଷ୍ମୀକାନ୍ତ ସାହୁ। ତାଙ୍କ ବୟସ ୬୨ ବୋଲି ଜଣାପଡିଛି। ଏହା ପୂର୍ବରୁ ଏପ୍ରିଲ ପ୍ରଥମ ସପ୍ତାହରେ ଅଶୁଂଘାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ପୋଷ୍ଟମର୍ଟମ ପରେ ଏହା ଅଂଶୁଘାତଜନିତ ମୃତ୍ୟୁ ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା
Read More...

ରାଜ୍ୟ

ଦେଶ ବିଦେଶ

ବ୍ୟବସାୟ ଓ ଅର୍ଥନୀତି

ଲାଇଫ୍ ଷ୍ଟାଇଲ୍

ଟେକ୍

ସ୍ପେଶାଲ

ରାଶିଫଳ

ଦୈନିକ ରାଶିଫଳ: ଆଜି ଏହି ରାଶିଙ୍କର ଚମକିବ ଭାଗ୍ୟ, ପାଇବେ ଶୁଭଫଳ

ମେଷ: ଆଜି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କ ପାଇଁ ଦିନଟି ଭଲ ହେବାକୁ ଯାଉଛି । ଆପଣଙ୍କ ପ୍ରଗତି ପଥରେ ଆସୁଥିବା ବାଧା ଦୂର ହେବ । ଭ୍ରମଣ ସମୟରେ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବେ । ବୃଷ: ଆଜିର ଦିନଟି ଏକ ସାଧାରଣ ଦିନ ହେବାକୁ ଯାଉଛି । ଆପଣ ଭଲ ଚିନ୍ତାଧାରାକୁ ବଜାୟ ରଖନ୍ତୁ, କର୍ମକ୍ଷେତ୍ରରେ ବହୁତ ଉପଯୋଗୀ ହେବ । ଜୀବନସାଥୀ ଏକ ନୂତନ ଚାକିରି ପାଇପାରନ୍ତି । ମିଥୁନ: ବିତର୍କରୁ ଆଜି ଦୂରେଇ ରହିବା ଭଲ ।…
Read More...

କ୍ରୀଡା