PUBG ଆଣିଲା ନୂଆ Mysterious Jungle Mode, ଏବେ ଏମିତି ନିଅନ୍ତୁ ଖେଳର ମଜା

ଗେମିଂ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି PUBG । ପିଲାମାନେ ଏବେ ପାଠଶାଠ ଭୁଲି ମାତିପଡିଛନ୍ତି ଏହି ଗେମ୍‌ରେ। ଏହି ଗେମ୍‌ ପାଇଁ ଅନେକ ପିଲାଙ୍କ ଜୀବନ ମଧ୍ୟ ଗଲାଣି। କିନ୍ତୁ ଏବେ ଏହି ଗେମ୍‌ କମ୍ପାନୀ ନୂଆ ମୋଡ ଆଣିଛି। ୧ ଜୁନରୁ ଏହି ନୂଆ ମୋଡ ଲଞ୍ଚ ହେବ। କମ୍ପାନୀ ଏହାର ବିବରଣୀ ଅଫିିସିଆଲ ଟ୍ଵିଟରରେ ଜଣାଇଛନ୍ତି।

pubg 1

କମ୍ପାନୀ ଜଙ୍ଗଲ ମୋଡକୁ PUBG Mobile season 13 ପୂର୍ବରୁ ଏହା ନିଜର ପ୍ଲେୟାରର୍ସ ପାଇଁ ଆଣିଛି। କମ୍ପାନୀ ଏହି ଜଙ୍ଗଲ ମୋଡକୁ Mysterious Jungle Mode ନାମରେ ଟିଜ କରିବ। ଏହି ମୋଡ ପୂର୍ବରୁ କମ୍ପାନୀ ଅପଡେଟ୍‌ ୦.୧୮.୦ ସହିତ Miramar Map ମୋଡ ଆଣିଥିଲା।

ଏବେ ନିକଟରେPUBG Mobile ପକ୍ଷରୁ Royale Pass season 13 ର ପ୍ରମୋ ଟିଜ୍‌ କରିଥିଲା। ଯେଉଁଥିରେ ଜଙ୍ଗଲ ଆଡଭେଞ୍ଚର ମୋଡକୁ ମଧ୍ୟ ଟିଜ କରିଥିଲା। ଏହି ନୂଆ ମୋଡ ଜରିଆରେ ପ୍ଲେୟାର୍ସଙ୍କୁ ନୂଆ ଆଡଭେଞ୍ଚରର୍ସ ଏକ୍ସପିରିଏନ୍ସ କରିବାର ସୁଯୋଗ ମିଳିବ।

Leave A Reply

Your email address will not be published.