ଯାଜପୁର ଟାଉନ(କେନ୍ୟୁଜ): ଯାଜପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଜଣ ନାବାଳକ ଓ ଜଣେ ନାବାଳିକାକୁ ଉଦ୍ଧାର କରିଛି । ଏହି ନାବାଳକ ନାବାଳିକା ବିଭିନ୍ନ ଘରୋଇ ସଂସ୍ଥାରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । କୌଣସି ସୁତ୍ରରୁ ଖବର ପାଇ ପୋଲିସ ଉକ୍ତ ସ୍ଥାନରେ ଚଢ଼ାଉ କରି ସେମାନଙ୍କୁ ଉଦ୍ଧାର କରି ଶିଶୁ ମଂଗଳ ସମିତି ନିକଟରେ ହାଜର କରିଛି । ସମିତି ପ୍ରତ୍ୟେକଙ୍କ ପରିବାର ବର୍ଗଙ୍କୁ ଖବର ଦେବା ସହିତ ସେମାନଙ୍କୁ କାମ ନ କରିବାକୁ ପରାମର୍ଶ ଦିଆଯାଇଛି । ଏଥିମଧ୍ୟରୁ ଜଣେ ଇଟା ଭାଟି ଓ ପଂଳ ଦୋକାନରେ ମଧ୍ୟ କାମ କରୁଥିବା ଜଣାପଡିଛି । ଏହି ଶିଶୁ ମାନଙ୍କୁ କାମରେ ଲଗାଇଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ଚିଠି ଲେଖାଯିବ ବୋଲି ସମିତିର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।
Trending
- ଗୁଜୁରାଟ: ଗାଧୋଉଥିବା ବେଳେ କେନାଲରେ ବୁଡି ଯୁବକ ମୃତ
- ଯାଜପୁର: ଘର ଆଗରେ ୩ଟି ବାଇକ୍ ଓ ଦୁଇଟି ସ୍କୁଟିକୁ ପୋଡିଦେଲେ
- ଭୁବନେଶ୍ୱର ସିଆରପି ଛକରେ ଯୁବକଙ୍କୁ ହତ୍ୟା
- କଳାହାଣ୍ଡି କନକପୁର ଗାଁ ଜଙ୍ଗଲ ନିକଟରୁ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
- ମୟୁରଭଞ୍ଜ:କପର ତାର ଚୋରି କରୁଥିବା ସମୟରେ ଖୁଣ୍ଟରୁ ଖସି ଯୁବକ ମୃତ
- ଅହମଦାବାଦ୍ ଚତୁର୍ଥ ଟେଷ୍ଟରେ ଡ୍ରାଇଭର ସିଟ୍ରେ ଟିମ୍ ଇଣ୍ଡିଆ
- ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୩୧୨ ନୂଆ କେସ
- ମହାରାଷ୍ଟ୍ରରେ ପୁଣି ବଢୁଛି ସଂକ୍ରମଣ
- ମନି ଲଣ୍ଡରିଂ ମାମଲାରେ ପିଡିପି ନେତ୍ରୀ ମେହବୁବା ମୁଫ୍ତିଙ୍କୁ ଇଡି ସମନ୍
- ସେରା ସପ୍ତାହ ବୈଶ୍ୱିକ ଉର୍ଜା ଓ ପରିବେଶ ନେତୃତ୍ୱ ପୁରସ୍କାର ପାଇଲେ ମୋଦି