ପୁଣି ଭୁବନେଶ୍ୱରରୁ ୨.୫ କୋଟି ଟଙ୍କାର ସୁନା ଜବତ କରିଛି ଆୟକର ବିଭାଗ
ଭୁବନେଶ୍ୱର (କେନ୍ୟୁଜ୍): ପୁଣି ଭୁବନେଶ୍ୱରରୁ ବିପୁଳ ପରିମାଣରେ ସୁନା ଜବତ । ୩.୮କେଜି ସୁନା ଜବତ କରିଛି ଆୟକର ବିଭାଗ । ଏହି ସୁନାର ମୂଲ୍ୟ ପ୍ରାୟ ୨.୫ କୋଟି ଟଙ୍କା ହେବ। ଭୁବନେଶ୍ୱରର ଜନପଥରେ ଥିବା ଏକ ସୁନା ଦୋକାନର ମ୍ୟାନେଜର ସୁନା ନେଇ ଆସୁଥିବା ବେଳେ ବିମାନ ବନ୍ଦରରେ ଜବତ କଲା ଆୟକର ବିଭାଗ ।
ଜବତ ବ୍ୟକ୍ତି ଜଣକ ହେଲେ ହଂସରାଜ ଦେଓରା । ଏହା ପରେ ସେହି ସୁନା ଦୋକାନରେ ମଧ୍ୟ ରେଡ୍ କରି ଆୟକର ବିଭାଗ ଅନେକ…
Read More...