ବିଜେଡି ବିଧାୟକ ପ୍ରାର୍ଥୀ ତାଲିକାରେ ମହିଳାଙ୍କୁ ସ୍ଥାନ, ଷଷ୍ଠ ଥରକୁ ମିଶାଇ ମୋଟ ୩୨ ଜଣ ମହିଳାଙ୍କୁ ମିଳିଛି ଟିକେଟ
ଭୁବନେଶ୍ୱର : ବିଜେଡି ପ୍ରତି ପର୍ଯ୍ୟାୟ ଭଳି ଷଷ୍ଠ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକାରେ ମହିଳାଙ୍କୁ ସ୍ଥାନ ଦେଇଛି । ଷଷ୍ଠଥର ତାଲିକାରେ ଅଛନ୍ତି ୪ ମହିଳା । ବଡ଼ଚଣାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ରେମୁଣା-ବିଦ୍ୟାସ୍ମିତା ମହାଳିକ, ସିମୁଳିଆ-ସୁଭାସିନୀ ସାହୁ ଓ କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଷଷ୍ଠ ଥରକୁ ମିଶାଇ ମୋଟ ୩୨ ଜଣ ମହିଳାଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ କରିଛି ।…
Read More...