ଗ୍ରାହକଙ୍କ ପାଇଁ ଖୁସି ଖବର; ଦୀର୍ଘଦିନ ପରେ କମିଲା ସୁନା ଓ ରୁପା ଦର
-ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୧୫୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୬ ହଜାର ୧୪୦ଟଙ୍କା ରହିଛି । ସେହିପରି ଭୁବନେଶ୍ବର ବଜାରରେ ୧୦ ଗ୍ରାମ ପିଛା ସୁନା ଦର ଗତକାଲି ତୁଳନାରେ ପାଖାପାଖି ୧୫୦୦ରୁ ୧୬୦୦ ଟଙ୍କା । ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୬,୧୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪…
Read More...