ବ୍ୟାଙ୍କ ଅଫ୍ ବରୋଦା ଅଧିନରେ ୬୨୭ ମ୍ୟାନେଜର୍ ଏବଂ ଅନ୍ୟାନ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ବ୍ୟାଙ୍କରେ କାମ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ଖବର ରହିଛି । ବ୍ୟାଙ୍କ ଅଫ୍ ବରୋଦାରେ ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅଫିସିଆଲ୍ ୱେବସାଇଟ୍ bankofbaroda.in ରେ ଆରମ୍ଭ ହୋଇଛି । ଯୋଗ୍ୟ ପ୍ରାର୍ଥୀମାନେ ବ୍ୟାଙ୍କ ଅଫ୍ ବରୋଦାର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ । ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଜୁଲାଇ ୨ ପର୍ଯ୍ୟନ୍ତ ଆବେଦନ କରିପାରିବେ ଯାହା ଆବେଦନ କରିବାର ଶେଷ ତାରିଖ ।

ପଦବୀ ବିବରଣୀ : ଏହି ପଦବୀରେ ୬୨୭ ପୋଷ୍ଟ ଖାଲି ରହିଛି ।
ଯେପରି ଡେପୁଟି ଭାଇସ୍ ପ୍ରେସିଡେଣ୍ଟରେ ସାଇଣ୍ଟିଷ୍ଟି ଡାଟା ଏବଂ ଇଞ୍ଜିନିୟର : ୪ଟି ପୋଷ୍ଟ
ସେହିପରି ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟରେ ଡାଟା ସାଇଣ୍ଟିଷ୍ଟି ଏବଂ ଡାଟା ଇଞ୍ଜିନିୟର : ୯ ଟି ପୋଷ୍ଟ
ଆର୍କିଟେକ୍ : ୮ ଟି ପୋଷ୍ଟ
ରିଜିଓନାଲ୍ ସେଲ୍ସ ମ୍ୟାନେଜର : ୩ ଟି ପୋଷ୍ଟ
ଆସିଷ୍ଟାଣ୍ଟ ଭାଇସ୍ ପ୍ରେସିଡେଣ୍ଟ : ୨୦ ଟି ପଦବୀ
ସିନିୟର ମ୍ୟାନେଜର :୨୨ ଟି ପୋଷ୍ଟ
ମ୍ୟାନେଜର୍ : ୧୧ ଟି ପୋଷ୍ଟ
ରେଡିଏନ୍ସ ପ୍ରାଇଭେଟ୍‌ ସେଲ୍ସ ହେଡ୍‌ : ୧ ପୋଷ୍ଟ
ଗ୍ରୁପ୍ ହେଡ୍ : ୪ ଟି ପୋଷ୍ଟ
ଏରିଆ ହେଡ୍ : ୮ ଟି ପୋଷ୍ଟ
ସିନିୟର ରିଲେସନସିପ ମ୍ୟାନେଜର : ୨୩୪ ଟି ପୋଷ୍ଟ
ଇ-ୱେଲ୍ଥ ରିଲେସନସିପ ମ୍ୟାନେଜର : ୨୬ ଟି ପୋଷ୍ଟ
ପ୍ରାଇଭେଟ୍‌ ବ୍ୟାଙ୍କର୍-ରେଡିଏନ୍ସ :୧୨ ଟି ପୋଷ୍ଟ
ଭର୍ଚୁଆଲ୍ ଆରଏମ୍ ବିକ୍ରୟ ହେଡ୍: ୧ ପୋଷ୍ଟ
ପ୍ରଡକ୍ଟ ହେଡ୍ : ୧୦ ଟି ପୋଷ୍ଟ
ପୋର୍ଟଫୋଲିଓ ରିସର୍ଚ୍ଚ ଆନାଲିଷ୍ଟ : ୧ ପୋଷ୍ଟ
AVP ମ୍ୟାନେଜର : ୧୯ ଟି ପୋଷ୍ଟ
ବୈଦେଶିକ ବିନିମୟ ଅଧିଗ୍ରହଣ ଏବଂ ରିଲେସନସିପ ମ୍ୟାନେଜର :୧୫ ଟି ପୋଷ୍ଟ
କ୍ରେଡିଟ୍ ଆନାଲିଷ୍ଟ : ୮୦ ଟି ପୋଷ୍ଟ
ରିଲେସନସିପ ମ୍ୟାନେଜର : ୬୬ ଟି ପୋଷ୍ଟ
ସିନିୟର ମ୍ୟାନେଜର୍ : ୪ ଟି ପୋଷ୍ଟ
ଚିଫ୍ ମ୍ୟାନେଜର : ୩ ଟି ପୋଷ୍ଟ

କେମିତି କରିବେ ଆବେଦନ :
ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ bankofbaroda.in କୁ ଯିବାକୁ ହେବ ।

ଆବେଦନ ଶୁଳ୍କ : ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ୬୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ମହିଳା ପ୍ରାର୍ଥୀଙ୍କୁ ୧୦୦ ଟାଙ୍କା ଶୁଳ୍କ ଦେବାକୁ ପଡିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

Leave A Reply

Your email address will not be published.