BPSC ବ୍ଲକ ହର୍ଟିକଲ୍ଚର ଅଫିସର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ବିପିଏସସି ବ୍ଲକ ହର୍ଟିକଲଚର ଅଫିସର ପଦବୀ ପାଇଁ ଆବେଦନ କରାଯାଉଛି । ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ୨୯ ମଇ ରହିଛି । ଇଚ୍ଛୁକ ପ୍ରାର୍ଥୀ ବିପିଏସସିର ଅଫିସିଆଲ ୱେବସାଇଟ bpsc.bih.nic.in କୁ ଯାଇ ଭର୍ତ୍ତି ପାଇଁ ଆବେଦନ କରନ୍ତୁ ।

ବିହାର ଲୋକ ସେବା ଆୟୋଗ(BPSC) ରେ ଭର୍ତ୍ତି ପାଇଁ ତୁରନ୍ତ ଆବେଦନ କରନ୍ତୁ । ବିପିଏସସି ବ୍ଲକ ହର୍ଟିକଲଚର ଅଫିସର ପଦବୀ ପାଇଁ ଆବେଦନ କରାଯାଉଛି । ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ୨୯ ମଇ ରହିଛି । ଇଚ୍ଛୁକ ପ୍ରାର୍ଥୀ ବିପିଏସସିର ଅଫିସିଆଲ ୱେବସାଇଟ bpsc.bih.nic.in କୁ ଯାଇ ଭର୍ତ୍ତି ପାଇଁ ଆବେଦନ କରନ୍ତୁ ।

ପଦବୀ ବିବରଣୀ : ୩୧୮

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୯ ମଇ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ହର୍ଟିକଲ୍ଚର/ଏଗ୍ରିକଲ୍ଚରରେ ବିଏସସି ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ତୀଙ୍କ ବୟସ ୨୧ ବର୍ଷରୁ ୩୭ ବର୍ଷ ମଧ୍ୟରେ ହେବ ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଛାଡ ମିଳିବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ବିହାର ଲୋକ ସେବା ଆୟୋଗ ଅଫିସିଆଲ ସାଇଟ bpsc.bih.nic.in କୁ ଯାଆନ୍ତୁ ।
ଏହାପରେ ହୋମପେଜ bpsc bho recruitment 2024ରେ କ୍ଲିକ୍‌ କରନ୍ତୁ ।
ଏହାପରେ ଫର୍ମରେ ସମସ୍ତ ଜରୁରୀ ବିବରଣୀ ଭରନ୍ତୁ ।
ମଗାଯାଇଥିବା ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ।
ସବୁ ଭରିବା ପରେ ସବମିଟ୍‌ ବଟନ ଉପରେ କ୍ଲିକ୍‌ କରନ୍ତୁ ।
ଆବେଦନ ପ୍ରକ୍ରିୟା ପୂରଣ ହେବା ପରେ କନଫରମେସନ ପେଜ୍‌ ଡାଉନଲୋଡ କରନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

You might also like