CBI ରେ ଖାଲିପଡିଛି ଇନ୍ସପେକ୍ଟର ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ
ସିବିଆଇରେ ଇନ୍ସପେକ୍ଟର ପୋଷ୍ଟ ପାଇଁ ଆବେଦନ କରିପାରିବେ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟ cbi.gov.in କୁ ଯାଇ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ କରିଥିବା ଜରୁରୀ ।

CBI ରେ ଚାକିରି କରିବାକୁ ଇଚ୍ଛୁକ ଥିଲେ ଆପଣଙ୍କ ପାଇଁ ଖୁସି ଖବର । ସିବିଆଇରେ ଇନ୍ସପେକ୍ଟର ପୋଷ୍ଟ ପାଇଁ ଆବେଦନ କରିପାରିବେ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟ cbi.gov.in କୁ ଯାଇ କରିପାରିବେ ।
ପଦବୀ ବିବରଣୀ : ଇନ୍ସପେକ୍ଟର ଅଫ ପୋଲିସ
ଜରୁରୀ ତାରିଖ : ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରିବାକୁ ହେବ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୫୬ ବର୍ଷ ହୋଇଥିବା ଜରୁରୀ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଡେପୁଟେସନ ଆଧାରରେ ହେବ ।
ଡେପୁଟେସନ ପ୍ରକ୍ରିୟା ୫ ବର୍ଷ ପାଇଁ ହେବ ।
ଅନଲାଇନ ଆବେଦନ କରିବା ପରେ ଏହାର ଏକ କପି ନେଇ ଠିକଣାରେ ପଠାଇବାକୁ ହେବ ।
Dy. Director (Pers.), Central Bureau of lnvestigation, 5-B, 7th Floor, CGO Complex, Lodhi Road, New Delhi-1 10003
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।