ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ସ୍ପେଶାଲିଷ୍ଟ ଅଫିସର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ
ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ସ୍ପେଶାଲିଷ୍ଟ ଅଫିସର ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏହି ଭର୍ତ୍ତି ପ୍ରକ୍ରିୟା ଅଧିନରେ ୬୨ ପଦବୀରେ ନିଯୁକ୍ତି ମିଳିବ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ୨୭ ଡିସେମ୍ବର ୨୦୨୪ ରୁ ୧୨ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୬୦
ଡାଟା ଇଂଜିନିୟର/ଆନାଲିଷ୍ଟି : ୩
ଡାଟା ସାଇଣ୍ଟିଷ୍ଟ : ୨
ଡାଟା ଆର୍କିଟେକ/କ୍ଲାଉଡ ଆର୍କିଟେକ/ଡିଜାଇନର/ମମେଡଲ : ୨
ଏମଏଲ ଆମ୍ପ ଇଂଜିନିୟର : ୨
ଜେନେରାଲ ଏଆଇ ଏକ୍ପର୍ଟ : ୨
କ୍ୟାମ୍ପେନ ମ୍ୟାନେଜର : ୧
ଏସଇଓ ସ୍ପେଶାଲିଷ୍ଟ : ୧
ଗ୍ରାଫିକ ଡିଜାଇନର ଏବଂ ଭିଡିଓ ଏଡିଟର : ୧
କଣ୍ଟେଣ୍ଟ ରାଇଟର : ୧
ମାର୍କେଟ ସ୍ପେଶାଲିଷ୍ଟ : ୧
ନିୟୋ ସପୋର୍ଟ ରିକ୍ବାୟାରମେଣ୍ଟ : ୬
ନିୟୋ ସପୋର୍ଟ ରିକ୍ବାୟାରମେଣ୍ଟ ; ୧୦
ପ୍ରଡକ୍ସନ ସପୋର୍ଟ/ଟେକ୍ନିକାଲ ସପୋର୍ଟ ଇଂଜିନିୟର : ୧୦
ଡିଜିଟାଲ ପେମେଣ୍ଟ ଆପ୍ଲିକେସନ ସପୋର୍ଟ ଇଂଜିନିୟର : ୧୦
ଡେଭଲପର/ଡାଟା ସପୋର୍ଟ ଇଂଜିନିୟର : ୧୦
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୧୨ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ସମ୍ବନ୍ଧୀୟ ତଥ୍ୟ ଜାଣିବା ପାଇଁ ବ୍ୟାଙ୍କର ଅଫିସିଆଲ ନୋଟିଫିକେସନ ଚେକ୍ କରିଦିଅନ୍ତୁ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପାଇଁ କୌଣସି ପ୍ରକାର ଲିଖିତ ପରୀକ୍ଷା ଦେବାକୁ ହେବ ନାହିଁ । ପ୍ରାର୍ଥୀଙ୍କ ଚୟନ କେବଳ ସାକ୍ଷାତକାର ଆଧାରରେ ହେବ । ସାକ୍ଷାତକାର ୧୦୦ ମାର୍କ ଆଧାରରେ ଆୟୋଜିତ ହେବ । ଜେନେରାଲ/EWS ଶ୍ରେଣୀ ପ୍ରାର୍ଥୀ ସର୍ବନିମ୍ନ ୫୦ %ମାର୍କ ସହିତ ଅନୁସୂଚିତ ଜାତି/ଜନଜାତି/ଓବିସି/PWD ପ୍ରାର୍ଥୀ ୪୫% ମାର୍କ ରଖିଥିବା ଜରୁରୀ । ସାକ୍ଷାତକାରରେ ମିଳିଥିବା ମାର୍କ ଆଧାରରେ ମେରିଟ ଲିଷ୍ଟ ପ୍ରସ୍ତୁତ କରାଯିବ ।
ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ ଶୁଳ୍କ ଦେବାକୁ ହେବ । ସାଧାରଣ, EWS, OBC ପ୍ରାର୍ଥୀ ୭୫୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନଙ୍କୁ ଆବେଦନ ଶୁଳ୍କରେ ଛାଡ୍ ମିଳିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।