ଇଣ୍ଡିଆନ ମେରିଟାଇମ ୟୁନିଭରସିଟି ପକ୍ଷରୁ ଆସିଷ୍ଟାଣ୍ଟ ଏବଂ ଆସିଷ୍ଟାଣ୍ଟ ମେରିଟାଇମ ପଦବୀରେ ଆବେଦନ ଗ୍ରହଣ କରୁଛି । ଏଥିପାଇଁ କିଛି ପୂର୍ବରୁ ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଫର୍ମ ଭରି ପାଇପାରିବେ ।
ଏହି ପଦବୀ ପାଇଁ କେବଳ ଅନଲାଇନ ଆବେଦନ କରିପାରିବେ । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୨୭
ଆସିଷ୍ଟାଣ୍ଟ : ୧୫
ଫାଇନାନ୍ସ ଆସିଷ୍ଟାଣ୍ଟ : ୧୨
ଜରୁରୀ ତାରିଖ : ଆବେଦନ ପ୍ରକ୍ରିୟା ଅଗଷ୍ଟ ୯ ତାରିଖରୁ ଆରମ୍ଭ ହୋଇଛି । ଶେଷ ୩୦ ଅଗଷ୍ଟରେ ହେବ ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ । ଆସିଷ୍ଟାଣ୍ଟ ପଦ ପାଇଁ କୌଣସି ବିଷୟରେ ଗ୍ରାଜୁଏସନ କରିଥିବା ଜରୁରୀ । ଫାଇନାନ୍ସ ଆସିଷ୍ଟାଣ୍ଟ ପାଇଁ ବାଣିଜ୍ୟ, ଗଣିତ ଏବଂ ଷ୍ଟାଟିଟିକ୍ସରେ ଗ୍ରାଜୁଏସନ କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୩୫ ବର୍ଷ ହେବା ଜରୁରୀ ।
ଆବେଦନ ଶୁଳ୍କ : ଇଚ୍ଛୁକ ଥିବା ସାଧାରଣ ବର୍ଗ ପ୍ରାର୍ଥୀ ୧୦୦୦ଟଙ୍କା ଏବଂ ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀ ୫୦୦ ଟଙ୍କା ଦେବାକୁ ହେବ । ମହିଳା ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।
ଚୟନ କେମିତି ହେବ :
ପ୍ରାର୍ଥୀଙ୍କ ଚୟନ ଅନେକ ପର୍ଯ୍ୟାୟରେ ପରୀକ୍ଷା ପାସ୍ କରିବା ପରେ ହେବ । ପ୍ରଥମେ କମ୍ପ୍ୟୁଟର ପରୀକ୍ଷା ଦେବାକୁ ହେବ । ଏହାପରେ ଡକ୍ୟୁମେଣ୍ଟ ଭେରିଫିକେସନ ହେବ । ଶେଷରେ ମେଡିକାଲ ପରୀକ୍ଷା ହେବ । ସମସ୍ତ ପରୀକ୍ଷା ପାସ୍ କରିବା ପରେ ଚୟନ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।