ନିଯୁକ୍ତି

IRCTC ରେ ଟ୍ରେଡ ଅପାରଣ୍ଟିସ ପଦବୀ ଖାଲି, ୨୯ ଜୁନ ଭିତରେ କରନ୍ତୁ ଆବେଦନ

IRCTC ରେ ଚାକିରି ପଇଁ ନୋଟିଫିକେସନ ଜାରି । ଏଠାରେ ଟ୍ରେଡ୍‌ ଅପାରଣ୍ଟିସ ପଦବୀ ଖାଲି ପଡିଛି । ଏହି ଭର୍ତ୍ତି ଅଭିଯାନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌  www.irctc.com କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୯ ଜୁନ୍‌ ୨୦୨୩ ରହିଛି ।

ପଦବୀ ବିବରଣୀ : ୨୫

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୫ ଜୁନ୍‌ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ କିମ୍ବା ୧୨ଶ ପାସ୍‌ କରିଥିବା ଜରୁରୀ। ଏହାଛଡା ଆଇଟିଆଇ ସାର୍ଟିଫିକେଟ ଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୧୫ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

କେମିତି ହେବ ଚୟନ : ଚୟନ ଶିକ୍ଷାଗତ ଯୋଗ୍ୟତା ଆଧାରରେ ମେରିଟ ଲିଷ୍ଟ ପ୍ରସ୍ତୁତ କରାଯାଇ କରାଯିବ ।

ଷ୍ଟାଇପେଣ୍ଡ : ଏହି ପଦବୀରେ ଚୟନିତ ପ୍ରାର୍ଥୀଙ୍କୁ ଯୋଗ୍ୟତା ଅନୁସାରେ ୬ ହଜାର ଟଙ୍କାରୁ ୭ ହଜାର ଟଙ୍କା ପ୍ରତିମାସ ଦରମା ମିଳିବ ।

କେମିତି କରିବେ ଆବେଦନ :

ଏଥିରେ ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯିବାକୁ ହେବ ।

ତା’ ପରେ ହୋମ ପେଜରେ ଲିଙ୍କରେ କ୍ଲିକ୍‌ କରିବାକୁ ହେବ ।

ଏହାପରେ ଏକ ନୂଆ ପେଚ ଖୋଲିବ । ଏହି ପେଜରେ ଆବେଦନଫର୍ମ ପୂରଣ କରିବାକୁ ହେବ ।

ସମସ୍ତ ସୂଚନା ଦେବା ପରେ ଦସ୍ତାବିଜ ଅପଲୋଡ କରିବାକୁ ହେବ ।

ତା’ ପରେ ଫର୍ମ ସବମିଟ୍‌ କରନ୍ତୁ ।

ଆପ୍ଲିକେସନ ଫର୍ମ ପୂରଣ କରିବା ପରେ ଡାଉନଲୋଡ କରି ଭବିଷ୍ୟ ପାଇଁ ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.apprenticeshipindia.gov.in/candidate-login

https://drive.google.com/file/d/1yFqwl3HR8R1SI0ZPZj-fosbf-o0ve1sF/view

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

55 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago