ଇଣ୍ଡୋ ତିବ୍ଦତ ବର୍ଡର ପୋଲିସ(ITBP)ରେ ଚାକିରି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ
ଦେଶ ସେବା ପାଇଁ ଇଚ୍ଛା ରଖିଥିବା ଯୁବପିଢିଙ୍କ ପାଇଁ ସୁଯୋଗ । ITBP ରେ ଅନେକ ପଦବୀ ଖାଲି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଆଇଟିବିପି ପାରାମେଡିକାଲରେ ଏସଆଇ, ଏଏସଆଇ ଏବଂ ଏଚସି ପଦବୀରେ ଭର୍ତ୍ତି ହେଉଛି । ଏଠାରେ ମୋଟ ୨୯ ପଦବୀରେ ଭର୍ତ୍ତିି ହେବ ।
ପଦବୀ ବିବରଣୀ : ୨୯
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୮ ଜୁଲାଇ ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ଜାଣିବା ପାଇଁ ଅଫିସିଆଲ ସାଇଟକୁ ଯାଇ ନୋଟିସ ଚେକ୍ କରିପାରିବେ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ୨୧ ବର୍ଷରୁ ୩୦ ବର୍ଷ ମଧ୍ୟରେ ହେବା ଜରୁରୀ । ସଂରକ୍ଷିତ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ଛାଡ ମିଳିବ ।
ଆବେଦନ ଶୁଳ୍କ : ଆବେଦନ କରୁଥିବା ପ୍ରାର୍ଥୀ ୨୦୦ ଟଙ୍କା ଦେବାକୁ ହେବ । ସଂରକ୍ଷିତ ବର୍ଗ ପ୍ରାର୍ଥୀ ୧୦୦ ଟଙ୍କା ଦେବାକୁ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।