ନ୍ୟାସନାଲ ସିଡସ କର୍ପୋରେସନ ଲିମିଟେଡରେ ବମ୍ପର ଭର୍ତ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ନ୍ୟାସନାଲ ସିଡସ କର୍ପୋରେସନ ଲିମିଟେଡରେ ବମ୍ପର ପଦବୀ ଖାଲିପଡିଛି । ଏଠାରେ ବିଭିନ୍ନ ପଦବୀ ପାଇଁ ଅଫିସିଆଲ ନୋଟିଫିକେସନ ଜାରି ହୋଇଛି । ଆବେଦନ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ । ଏହି ଅଭିଯାନରେ ଆବେଦନ କରିବା ପାଇଁ ୨୬ ଅକ୍ଟୋବରରୁ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୮୮

ଜରୁରୀ ତାରିଖ : ଆବେଦନ ପ୍ରକ୍ରିୟା ୨୬ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ବେଳେ ଶେଷ ୩୦ ନଭେମ୍ବର ୨୦୨୪ରେ ହେବ ।

ଶିକ୍ଷାଗତ ଯୋଗତା : ଏହି ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀ ଆଇଟିଆଇ/ଡିପ୍ଲୋମା/ସିନିଅର ସେକେଣ୍ଡାରୀ/ ଗ୍ରାଜୁଏସନ/ପୋଷ୍ଟ ଗ୍ରାଜୁଏସନ ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ୨୭, ୪୦ ଏବଂ ୫୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

କେମିତି କରିବେ ଆବେଦନ : ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ସାଇଟକୁ ଯିବାକୁ ହେବ । ଏହାପରେ କରେଣ୍ଟ ଭର୍ତ୍ତି ଉପରେ କ୍ଲିକ କରି ଆବେଦନ ଲିଙ୍କରେ କ୍ଲିକ୍ କରିବାକୁ ହେବ । ଏହାପରେ ରେଜିଷ୍ଟ୍ରେସନ କରି ଅନ୍ୟ ଆବଶ୍ୟକ ସୂଚନା ପୂରଣ କରିବାକୁ ହେବ । ଶେଷରେ ନିର୍ଦ୍ଧାରିତ ଶୁଳ୍କ ଜମା କରି ଫର୍ମ ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like