ସରକାରୀ ଚାକିରି ପାଇଁ କରନ୍ତୁ ଆବେଦନ, ଗ୍ରାଜୁଏସନ କରିଥିଲେ ମିଳିବ ଲକ୍ଷ ଲକ୍ଷ ଦରମା

ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର(NIC)ରେ ବମ୍ପର ଭର୍ତ୍ତି । ଆବେଦନ କରିବାର ଶେଷ ତାରିଖ ୪ ଏପ୍ରିଲ ୨୦୨୩ । ଗ୍ରାଜୁଏସନ କରିଥିଲେ ମିଳିବ ଦେଢ ଲକ୍ଷରୁ ଅଧିକ ଦରମା ।

ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର(NIC)ରେ ବମ୍ପର ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଯେଉଁ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଆବେଦନ କରିପାରିବେ । ଏଠାରେ ୫୦୦ରୁ ଅଧିକ ପଦ ଖାଲିପଡିଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ nic.in କୁ ଯାଇ ଆବେଦନ କରିପାରିବେ । ଏହି ଅଧିନରେ ଭର୍ତ୍ତି ପାଇଁ ଶେଷ ତାରିଖ ୪ ଏପ୍ରିଲ ୨୦୨୩ ରହିଛି ।

ପଦବୀ ବିବରଣୀ : ୫୯୮

ସାଇଣ୍ଟିଷ୍ଟ ବି

ସାଇଣ୍ଟିଫିକ ଅଫିସର

ଇଂଜିନିୟର

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୪ ଏପ୍ରିଲ ୨୦୨୩ ରହିଛି ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୩୦/୩୩/୩୫ ବର୍ଷ ନିର୍ଦ୍ଧାରିତ କରାଯାଇଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଗ୍ରାଜୁଏସନ/ପିଜି/ବିଟେକ/ଏମଟେକ କରିଥିବା ଜରୁରୀ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ୩୫,୪୦୦ରୁ ୧,୭୭,୫୦୦ ଟଙ୍କା ପ୍ରତିମାସକୁ ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଆଧାରରେ ହେବ ।

ସାକ୍ଷାତକାର ଆଧାରରେ ସର୍ଟଲିଷ୍ଟ କରାଯାଇଥିବା ପ୍ରାର୍ଥୀଙ୍କୁ ଡକାଯାଇ ନିଯୁକ୍ତି ଦିଆଯିବ ।

ଆବେଦନ ଶୁଳ୍କ : ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ୮୦୦ ଟଙ୍କା ରହିଛି ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://st.adda247.com/https://www.careerpower.in/blog/wp-content/uploads/2023/03/03112015/NIC-Recruitment-2023-Notification.pdf

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.