ଖୁବଶୀଘ୍ର ପ୍ରକାଶ ପାଇବ UPSC ସିଭିଲ ସର୍ଭିସ ମେନ ପରୀକ୍ଷା ଫଳ
UPSC ସିଭିଲ ସର୍ଭିସ ମେନ ପରୀକ୍ଷା ଫଳ ଖୁବଶୀଘ୍ର ପ୍ରକାଶ ପାଇବ । ଯେଉଁ ପ୍ରାର୍ଥୀମାନେ ପରୀକ୍ଷା ପାସ୍ କରିବେ ସେମାନଙ୍କୁ ବ୍ୟକ୍ତିଗତ ଟେଷ୍ଟ/ଇଣ୍ଟରଭ୍ୟୁ ପାଇଁ ଡକାଯିବ । ଚୟନିତ ପ୍ରାର୍ଥୀଙ୍କୁ ଆଇଏଏସ, ଇଣ୍ଡିଆନ ପୋଲିସ ସିର୍ଭସ, ସେଣ୍ଟ୍ରାଲ ସର୍ଭିସ (ଗ୍ରୁପ ଏ ଏବଂ ଗ୍ରୁପ ବି)ରେ ନିଯୁକ୍ତି ମିଳିବ ।
ପ୍ରାର୍ଥୀ ଏମିତି ଚେକ୍ କରିପାରିବେ ପରୀକ୍ଷା ଫଳ :
ପ୍ରଥମେ ୟୁପିଏସସିର ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ UPSE CSE mains result 2024 କ୍ଲିକ କରିବାକୁ ହେବ ।
ଏହାପରେ ଫଳାଫଳ ଡାଉନଲୋଡ କରିବାକୁ ହେବ ।
ଶେଷରେ ଦରକାର ପାଇଁ ଏକ କପି ପ୍ରିଣ୍ଟଆଉଟ କାଢି ରଖନ୍ତୁ ।
ଯେଉଁମାନେ କ୍ବାଲିଫାଏ କରିବେ ସେମାନଙ୍କୁ ଇଣ୍ଟରଭ୍ୟୁ ରାଉଣ୍ଡରେ ଫର୍ମ ପୂରଣ କରିବାକୁ ହେବ । ଆବେଦନ ଫର୍ମ ମାର୍ଚ୍ଚ ୨୫ରେ ଜାରି ହେବ ।