ସହବାସ ବେଳେ ଭୁଲ୍‌ରେ ବି ମହିଳାଙ୍କ ଏହି ଅଙ୍ଗକୁ କରନ୍ତୁନି ସ୍ପର୍ଶ, ଦେଖାଦେଇପାରେ ଗମ୍ଭୀର ସମସ୍ୟା

ଶାରୀରିକ ସମ୍ପର୍କ ଅର୍ଥ କେବଳ ଶରୀରର ମିଳନ ନୁହେଁ ଏହା ସମ୍ବନ୍ଧ ବେଳେ ହେଉଥିବା ଅନ୍ୟ ଆକ୍ଟକୁ ମଧ୍ୟ ବୁଝାଇଥାଏ। ଉଭୟ ପୁରୁଷ ଓ ମହିଳା ସହବାସ ପୂର୍ବ ଆକ୍ଟିଭିଟିକୁ ଖୁବ୍‌ ପସନ୍ଦ କରିଥାନ୍ତି। କିନ୍ତୁ ରୋମାଣ୍ଟିକ୍‌ ମୁଡ୍‌ରେ ଲୋକମାନେ ବେଳେବେଳେ କିଛି ଏଭଳି ଭୁଲ କରିଥାନ୍ତି ଯାହା ସେକ୍ସର ମଜାକୁ ନଷ୍ଟ କରିଦେଇଥାଏ। ଖାସ୍‌ କରି ପୁରୁଷମାନେ ମହିଳାଙ୍କ ଶରୀରର କିଛି ଏଭଳି ଅଙ୍ଗକୁ ସ୍ପର୍ଶ କରିଥାନ୍ତି, ଯାହା ତାଙ୍କୁ ଖୁସି ଦେବା ବଦଳରେ ଦେଇଥାଏ ଅସହ୍ୟ ଯନ୍ତ୍ରଣା। ଆସନ୍ତୁ ଜାଣିବା ସମ୍ବନ୍ଧ ବେଳେ ପାର୍ଟନରଙ୍କ କେଉଁ ଅଙ୍ଗକୁ ଛୁଇଁବା ମନା…

ସର୍ବିକ୍ସ:

ମହିଳାଙ୍କ ଭାଜାଇନାକୁ ୟୁଟେରସ୍‌ ସହ ସଂଯୋଗ କରୁଥିବା ସଂକୀର୍ଣ୍ଣ ନଳୀ ଭଳି ଅଂଶକୁ ସର୍ବିକ୍ସ କୁହାଯାଏ। ଶାରୀରିକ ସମ୍ବନ୍ଧ ବେଳେ ଯଦି ଆପଣ ମହିଳାଙ୍କ ଏହି ଅଙ୍ଗ ପର୍ଯ୍ୟନ୍ତ ପହଞ୍ଚିଯାଉଛନ୍ତି ତେବେ ସେହି ଅଙ୍ଗକୁ ଆଦୌ ଆଘାତ କରନ୍ତୁ ନାହିଁ। ସର୍ବିକ୍ସରେ ସାମାନ୍ୟ ଚାପ ମହିଳାଙ୍କୁ ପ୍ରବଳ କଷ୍ଟ ଦେଇଥାଏ।

କ୍ଲିଟରିସ୍‌:

ମହିଳାଙ୍କ ଶରୀରର ସବୁଠାରୁ ସମ୍ବେଦନଶୀଳ ଅଙ୍ଗ ମଧ୍ୟରେ କ୍ଲିଟରିସ୍‌ ଅନ୍ୟତମ। ଏହି ଅଙ୍ଗ ଏତେ ମାତ୍ରାରେ ସମ୍ବେଦନଶୀଳ ହୋଇଥାଏ ଯେ ଯଦି ଅଧିକ ଜୋର୍‌ରେ ଆଘାତ ବି ଲାଗେ ତେବେ ମହିଳାଙ୍କୁ ଜୀବନ ପ୍ରତି ବିପଦ ଆସିପାରେ। କ୍ଲିଟରିସ୍‌ରେ ଶରୀରର ହଜାରରୁ ଊର୍ଦ୍ଧ୍ୱ ଶିରାପ୍ରଶିରା ସଂଯୁକ୍ତ ହୋଇରହିଛି। ସମ୍ଭୋଗ ବେଳେ ପୁଅମାନଙ୍କୁ ଲାଗେ ଯେ ଏହି ଅଙ୍ଗକୁ ସ୍ପର୍ଶ କରିବା ଦ୍ୱାରା ମହିଳା ଉତ୍ତେଜିତ ହେବେ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। ମହିଳାଙ୍କ ଏହି ଅଙ୍ଗ ଉପରେ ଅଧିକ ଚାପ ନ ପକାଇ ହାଲ୍‌କା ସ୍ପର୍ଶ କରିବା ଅଧିକ ଲାଭଦାୟକ ହୋଇପାରେ।

ପାଦ:

ଯଦି ସାଥୀ ପାଦରେ ମୋଜା ପିନ୍ଧିଛନ୍ତି ତେବେ ତାଙ୍କ ପାଦକୁ ଆଦୌ ଛୁଅନ୍ତୁ ନାହିଁ। ଜନ୍‌ ହପକିନ୍ସ ୟୁନିଭର୍ସିଟିରେ ହୋଇଥିବା ଏକ ରିସର୍ଚ୍ଚ ମୁତାବକ ପାଦରେ ମୋଜା ପିନ୍ଧିଥିବା ମହିଳାଙ୍କ ସହ ସମ୍ପର୍କ ରଖିଲେ ଅର୍ଗାଜମ୍‌ ବା ଚରମ ତୃପ୍ତି ତୁରନ୍ତ ଲାଭ ହୋଇଥାଏ। ଫଳରେ ଅଧିକ ସମୟ ପାଇଁ ସମ୍ଭୋଗର ମଜା ନେଇପାରିବେ ନାହିଁ। କେବଳ ମହିଳା ନୁହେଁ ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ସମାନ ହୋଇଥାଏ।

ସ୍ତନ:

ମାସିକ ଧର୍ମ ବେଳେ ପାର୍ଟନରଙ୍କ ସ୍ତନକୁ ସ୍ପର୍ଶ କରିବାରୁ ବିରତ ରୁହନ୍ତୁ। ଏହି ସମୟରେ ମହିଳାଙ୍କ ଶରୀରରେ ଶାରୀରିକ ପରିବର୍ତ୍ତନ ଘଟୁଥିବାରୁ ତାଙ୍କୁ ଯନ୍ତ୍ରଣା ହୋଇଥାଏ।

କେଶ:

ସାଧାରଣ ଲୋକଙ୍କ ଏକ ଧାରଣା ରହିଛି ଯେ ଶାରୀରିକ ସମ୍ପର୍କ ବେଳେ କେଶ ସହ କରାଯାଉଥିବା ଯେ କୌଣସି ଆକ୍ଟିଭିଟି ଉତ୍ତେଜନା ସୃଷ୍ଟି କରେ। କିନ୍ତୁ ଏଭଳି ଭାବିବା ଭୁଲ। ମହିଳାଙ୍କ କେଶ ଟାଣି ହେଲେ ତାଙ୍କୁ ବହୁତ କଷ୍ଟ ହୋଇଥାଏ। ଏଣୁ ସମ୍ବନ୍ଧ ବେଳେ ମହିଳାଙ୍କ କେଶ ଉପରେ ଯେପରି କୌଣସି ଚାପ ପଡ଼ୁନାହିଁ ସେ ନେଇ ଖାସ୍‌ ଧ୍ୟାନ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.