ରିଲେସନସିପ

କେମିତି କରିବେ ନଣନ୍ଦ-ଭାଉଜଙ୍କ ସମ୍ପର୍କକୁ ମଜଭୁତ, ଜାଣନ୍ତୁ କିଛି ଟିପ୍ସ

ଝିଅଟିଏ ବାହା ହୋଇ ଶାଶୁ ଘରକୁ ଯିବା ପରେ ତା’ର ସବୁଠୁ ଭଲ ବନ୍ଧୁ ସାଜିଥାଏ ନଣନ୍ଦ। ଏକ ସାଙ୍ଗ ଭଳି ସେ ତାଙ୍କ ସହ ସବୁ କଥା ସେୟାର କରେ। କିନ୍ତୁ ଏବେ ଏହି ସମ୍ପର୍କ କଳୁଷିତ ହୋଇଯାଇଛି। ଏବେ ନଣନ୍ଦ ଭାଉଜର ସମ୍ପର୍କ ମଧୁର ନୁହେଁ ବରଂ ତିକ୍ତ ହୋଇଯାଉଛି। ଫଳରେ କେତେବେଳେ ନଣନ୍ଦ ଭାଉଜକୁ ନିର୍ଯାତନା ଦେଲାଣି ତ ଆଉ କେତେବେଳେ ପରିବାର ଲୋକଙ୍କ ସହ ମିଶି ଭାଉଜକୁ ଜଳାଇଦେଲାଣି। ଏଭଳି ଖବର ଏବେ ପ୍ରାୟତଃ ଖବର କାଗଜରେ ଦେଖିବାକୁ ମିଳୁଛି। ତେବେ ଯଦି ଶାଶୁ ଘରେ କେତେକ କଥାକୁ ଧ୍ୟାନ ଦେବେ ତେବେ ଏହି ସମ୍ପର୍କକୁ ଆପଣ ଭଲ ରଖିପାରିବେ। ଆସନ୍ତୁ ଜାଣିବା ନଣନ୍ଦଙ୍କୁ କେମିତି ଖୁସି ରଖିବେ…

-ଯଦି ଆପଣଙ୍କ ନଣନ୍ଦ ଆପଣଙ୍କ ସହ ସାଙ୍ଗ ଭଳି ମିଶୁଛନ୍ତି ତେବେ ତାଙ୍କ କଥା ଆଉ କାହାକୁ କୁହନ୍ତି ନାହିଁ। ଯଦି ଆପଣଙ୍କୁ ତାଙ୍କର କୌଣସି କଥା ଭୁଲ ଲାଗୁଛି ତେବେ ତାଙ୍କୁ ଭଲରେ ବୁଝାନ୍ତୁ।

-ନଣନ୍ଦଙ୍କୁ ଖୁସି କରିବା ପାଇଁ ଯେବେ ବି ମାର୍କେଟ ଯାଉଛନ୍ତି ତାଙ୍କ ପାଇଁ କିଛି ଉପହାର ଆଣନ୍ତୁ।

-ନଣନ୍ଦ ସାମ୍ନାରେ କେବେ ବି ସ୍ୱାମୀଙ୍କୁ ଖରାପ କୁହନ୍ତୁ ନାହିଁ। କାରଣ କୌଣସି ଭଉଣୀ ତା’ ଭାଇ ବିରୁଦ୍ଧରେ କିଛି ଶୁଣିପାରେନାହିଁ।

-ନଣନ୍ଦଙ୍କ କାମରେ ତାଙ୍କୁ ସାହାଯ୍ୟ କରନ୍ତୁ।

-ସପିଂକୁ ଯିବା ବେଳେ ତାଙ୍କୁ ସାଙ୍ଗରେ ନିଅନ୍ତୁ। ସେ ବି ଖୁସି ହେବେ।

WCW 11

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

3 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

19 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

32 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

41 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

44 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago