ରିଲେସନସିପ

ରାଶି ହିସାବରେ ଜାଣନ୍ତୁ କେମିତିକା ଝିଅ ହୋଇଥାନ୍ତି ବହୁତ ଭଲ ଗାର୍ଲଫ୍ରେଣ୍ଡ

ସମସ୍ତେ ଚାହାଁନ୍ତି ତାଙ୍କ ପ୍ରେମିକା ତାଙ୍କ ପ୍ରତି ବିଶ୍ୱସ୍ଥ ରୁହନ୍ତୁ ଏବଂ ତାଙ୍କ ସହିତ ଭଲ ବ୍ୟବହାର କରନ୍ତୁ, ସମ୍ମାନ ଦିଅନ୍ତୁ। କୌଣସି ବି ସମ୍ପର୍କ ପାଇଁ ଏହା ବହୁତ ଜରୁରୀ ହୋଇଥାଏ ଯେ ଆପଣଙ୍କ ପାର୍ଟନର ଆପଣଙ୍କ ଭାବନାକୁ ବୁଝନ୍ତୁ ଏବଂ ଆପଣଙ୍କ ଭଲ ପାଇବାକୁ ଅନୁଭବ କରନ୍ତୁ। ଯଦି ଆପଣ ରାଶି ବିଷୟରେ କହିବା ତେବେ ସବୁ ରାଶି ହିସାବରେ ବ୍ୟକ୍ତିଙ୍କ ସ୍ୱଭାବ ଅଲଗା ଅଲଗା ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଝିଅ ସବୁଠାରୁ ଭଲ ଗାର୍ଲଫ୍ରେଣ୍ଡ ହୋଇଥାନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କୁମ୍ଭ ରାଶିର ଝିଅ ବହୁତ ଭଲ ପ୍ରେମିକା ପ୍ରମାଣିତ ହୋଇଥାନ୍ତି। ଏହି ରାଶିର ଝିଅଙ୍କ ପାଖରେ ବହୁତ ପ୍ରକାର ଭଲ ଗୁଣ ରହିଥାଏ।

କୁମ୍ଭ ରାଶିର ଝିଅମାନେ ମେଳାପୀ ସ୍ୱଭାବର ହୋଇଥାନ୍ତି। ସବୁ ସ୍ଥିତିକୁ ଗମ୍ଭୀରତା ସହ ପ୍ରେମରେ ମଧ୍ୟ କରିଥାନ୍ତୁ। ଏମାନଙ୍କୁ ଟ୍ରାଭେଲ କରିବା ବହୁତ ପସନ୍ଦ ହୋଇଥାଏ। ଯଦି ଆପଣଙ୍କୁ ଜଣେ ରୋମାଣ୍ଟିକ ସାଥୀର ଆବଶ୍ୟକ ରହିଛି ତେବେ ଏହି ରାଶିର ଝିଅ ବହୁତ ଭଲ ପ୍ରମାଣିତ ହୋଇଥାନ୍ତି।

କୁମ୍ଭ ରାଶିର ଝିଅମାନେ ବହୁତ କଳାପ୍ରେମୀ ହୋଇଥାନ୍ତି। ସୁନ୍ଦରତାକୁ ମଧ୍ୟ ଗମ୍ଭୀରର ସହ ନିଅନ୍ତି। ଏହି ରାଶିର ଝିଅଙ୍କୁ ନିଜ ଆତ୍ମସମ୍ମାନ ବହୁତ ପସନ୍ଦ। କୁମ୍ଭ ରାଶିର ଝିଅ ନିଜ ସାଥୀଙ୍କ ପାଇଁ ବହୁତ ଟ୍ରଷ୍ଟଫୁଲ ରହିଥାନ୍ତି। ଏମାନେ ନିଜ ସାଥୀଙ୍କୁ କେବେବି ଧୋକା ଦିଅନ୍ତିନାହିଁ।

ଏହି ରାଶିର ଝିଅ ଜାଣିଛନ୍ତି ଯେ ସମ୍ପର୍କକୁ କେମିତି ପାଳନ କରାଯାଏ। ଏହି ରାଶିର ଝିଅମାନେ ନିଜ ସ୍ୱାଧୀନତାର ସହ ବଞ୍ଚିବାକୁ ପସନ୍ଦ କରନ୍ତି। ଏମାନଙ୍କର ସହିବା ଶକ୍ତି ବହୁତ ଅଛି ଏବଂ ଏମାନେ ଜଲ୍ଦିରେ କୌଣସି ନିଷ୍ପତ୍ତି ନିଅନ୍ତିନାହିଁ।

କୁମ୍ଭ ରାଶିର ଝିଅ ସ୍ୱଭାବରେ ବହୁତ ରୋମାଣ୍ଟିକ ହୋଇଥାନ୍ତି। ଏହାସହିତ ଏମାନେ ଭାବନାତ୍ମକ ଭାବରେ ବହୁତ ମଜବୁତ ହୋଇଥାନ୍ତି।

Pritiparna

Recent Posts

ଗାନ୍ଧି ପରିବାରକୁ ଭେଟିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ସୋନିଆ ଗାନ୍ଧିଙ୍କୁ କଲେ ଆଲିଙ୍ଗନ

କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି ସୋମବାର ନୂଆଦିଲ୍ଲୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଛନ୍ତି । ଏହି…

24 seconds ago

କୋରରେ ପ୍ରଦର୍ଶିତ ହେବ ଚଳଚ୍ଚିତ୍ର ‘ଦି ସି ଆଣ୍ଡ ସେଭେନ ଭିଲେଜସ’

ଭୁବନେଶ୍ୱର : ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ ୨୦୨୪ (ମିଫ୍ ) ପାଇଁ ମନୋନୀତ ହୋଇଛି ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ…

6 mins ago

ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବରେ ବୁଲୁଥିଲା ଜନ୍ତୁ, କିଏ କହୁଛି ବାଘ ତ କିଏ କହୁଛି ବିଲେଇ ?

ରାଷ୍ଟ୍ରପତି ଭବନରେ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ତାଙ୍କ ସହ…

10 mins ago

ଘୁମେଇ ପଡ଼ିଲେ ଡ୍ରାଇଭର, ଡମ୍ପର ସହ ପଛପଟୁ ପିଟି ହେଲା ବସ୍‌; ଚାଳକଙ୍କ ସମେତ ୪ ମୃତ

ଉତ୍ତର ପ୍ରଦେଶର ଗାଜିପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଅଯୋଧ୍ୟାରୁ ରାମଲାଲାଙ୍କ ଦର୍ଶନ ସାରି ବିହାର ଫେରୁଥିବା…

42 mins ago

ଆସନ୍ତା କାଲି ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ମା’ ନାରାୟଣୀ, ଧୁମଧାମରେ ପାଳିତ ହେଉଛି ଯାତ୍ରା

କନ୍ଧମାଳ(କେନ୍ୟୁଜ): ଫୁଲବାଣୀର ଅଧିଷ୍ଠାତ୍ରୀ ଦେବୀ ଆଦିଶକ୍ତି ମା’ ନାରାୟଣୀଙ୍କ ଯାତ୍ରା ଧୁମଧାମରେ ପାଳିତ ହେଉଛି । ଏହି ଯାତ୍ରା ପ୍ରତି…

1 hour ago

ମହିଳାଙ୍କ ବେକ କାଟି ବୀଭତ୍ସ ହତ୍ୟା, ଥାନାରେ ଜ୍ୱାଇଁ ଅଟକ

ନୟାଗଡ (କେନ୍ୟୁଜ୍‌): ମହିଳାଙ୍କ ବେକ କାଟି ବୀଭତ୍ସ ହତ୍ୟା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ।…

1 hour ago