ଏହି ବୟସରେ ମହିଳାମାନେ ହୋଇଥାଆନ୍ତି ଅଧିକ ରୋମାଣ୍ଟିକ୍‌, ପାର୍ଟନରଙ୍କ ସହ କରିଥାନ୍ତି ଦୁଷ୍ଟାମୀ

ପ୍ରେମରେ ପଡ଼ିଥିବା ଲୋକମାନେ ରୋମାନ୍ସକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏହା ସମ୍ପର୍କକୁ ଆହୁରି ଅଧିକ ମଜଭୁତ କରିବା ସହ ବିରକ୍ତିଭାବକୁ ଦୂରେଇ ଥାଏ। ପ୍ରାୟ ସମସ୍ତେ ଜାଣିଥିବେ ଯେ ବୟସର ପ୍ରତିଟି ପାହାଚରେ ମହିଳାଙ୍କ ପସନ୍ଦ, ନାପସନ୍ଦ ଓ ସ୍ୱଭାବ ବଦଳିଥାଏ। କିନ୍ତୁ ବୋଧେ କମ୍‌ ଲୋକ ଜାଣିଥିବେ ଯେ ବୟସ ସହ ମହିଳାଙ୍କ ଶାରୀରିକ ସମ୍ପର୍କ ରଖିବା ପ୍ରତି ରୁଚି ମଧ୍ୟ ବଦଳିଥାଏ। ତେବେ ଆଜି ଆସନ୍ତୁ ଜାଣିବା ମହିଳାମାନେ କେଉଁ ବୟସରେ ଅଧିକ ରୋମାଣ୍ଟିକ୍‌ ହୋଇଥାନ୍ତି…

सेक्स को रोमांटिक बनाने के लिए ...କୁହାଯାଏ ଯେ ଯୁବାବସ୍ଥା ବା ୨୦-୩୦ ବର୍ଷ ବୟସରେ ରୋମାନ୍ସର ମଜା ଅଧିକ ଆସେ। ବୟସ ବଢ଼ିବା ସହ ରୋମାନ୍ସର ନିଶା ମଧ୍ୟ ଧୀରେ ଧୀରେ ଖସେ। ଏଥିସହ ପାର୍ଟନରଙ୍କ ସହ ମିଳାମିଶା ବି କମିଯାଏ। କିନ୍ତୁ ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଓଲଟା କଥା ସାମ୍ନାକୁ ଆସିଛି।

नसबंदी के बाद सेक्स लाइफ हो जाती है ...

ରିସର୍ଚ୍ଚରେ ଜଣାଯାଇଛି ଯେ ମହିଳାମାନେ ସବୁଠୁ ଅଧିକ ରୋମାଣ୍ଟିକ୍‌ ୩୫ରୁ ୪୦ ବର୍ଷ ବୟସରେ ହୋଇଥାନ୍ତି। ଏହି ବୟସରେ ସେମାନଙ୍କର ଶାରୀରିକ ସମ୍ପର୍କ ପ୍ରତି ଇଚ୍ଛା ବଢ଼େ। ରିସର୍ଚ୍ଚ ମୁତାବକ ୩୫ ବର୍ଷରୁ ବଡ଼ ବୟସର ମହିଳା ନାନା ଶାରୀରିକ ସମ୍ପର୍କର ଅଧିକ ମଜା ନେଇଥାନ୍ତି।

ये उम्र परिभाषित करती हैं कि महिलाएं सबसे ज्यादा रोमांटिक होती हैं - रिश्ता

ନ୍ୟାଚୁରାଲ ସାଇକେଲ ଆପ୍‌ ତରଫରୁ କରାଯାଇଥିବା ଏହି ରିସର୍ଚ୍ଚରେ ୨୬ ୦୦ ମହିଳା ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ମହିଳା କହିଥିଲେ ଯେ ୩୫ ବର୍ଷ ପରେ ସେମାନେ ସେକ୍ସକୁ ଅଧିକ ଉପଭୋଗ କରୁଛନ୍ତି।

Leave A Reply

Your email address will not be published.