ରିଲେସନସିପ

ସେକ୍ସ ସହ ଜଡ଼ିତ ଏସବୁ ଅଦ୍ଭୁତ କଥା, ଆପଣ ପୂର୍ବରୁ କେବେ ଶୁଣିନଥିବେ

ସେକ୍ସ ସହ ଜଡ଼ିତ ନୂଆ ନୂଆ କଥା ସବୁବେଳେ ଶୁଣିବାକୁ ମିଳିଥାଏ। ଏସବୁ ଶୁଣିବାକୁ ଯେତିକି ରୋଚକ ଲାଗେ ସେତିକି ଅଦ୍ଭୁତ ବି ଲାଗେ। ଆଜି ଆମେ ସେଭଳି କେତେକ ତଥ୍ୟ ଉପସ୍ଥାପନ କରିବାକୁ ଯାଉଛୁ ଯାହା ଶୁଣିବାକୁ ଅଜବ ଲାଗୁଥିଲେ ବି କେତେକାଂଶରେ ସତ। ତେବେ ସମସ୍ତଙ୍କ ଠାରେ ଏହା ଲାଗୁ ହୋଇନଥାଏ। ଆସନ୍ତୁ ଜାଣିବା ସେଭଳି କେତେକ ରୋଚକ ତଥ୍ୟ…

-ସବୁଠୁ ଅଧିକ ଟ୍ରାନ୍ସସେକ୍ସୁଆଲ ପର୍ଣ୍ଣ ଷ୍ଟ୍ରେଟ୍‌ ମେଲ୍‌ ଦେଖିଥାନ୍ତି। ବର୍ତ୍ତମାନ ଇଣ୍ଟରନେଟ୍‌ ପର୍ଣ୍ଣରେ ସବୁଠାରୁ ଅଧିକ ଦେଖାଯାଉଥିବା ଭିଡିଓ ମଧ୍ୟରେ ଏହା ଚତୁର୍ଥ ସ୍ଥାନରେ ରହିଛି।

-ପୁରୁଷମାନେ ନିଜ ଯୌନାଙ୍ଗ ଦେଖିବାକୁ ସବୁଠୁ ଅଧିକ ପସନ୍ଦ କରିଥାନ୍ତି। ଏଥିସହ ପର୍ଣ୍ଣ ସାଇଟ୍‌ର ପୁରୁଷଙ୍କ ସହ ନିଜକୁ ତୁଳନା କରିଥାନ୍ତି।

-ଯେଉଁମାନଙ୍କ ସେକ୍ସ ଲାଇଫ୍‌ ଯେତେ ଭଲ ସେମାନଙ୍କ ରୋଜଗାର ମଧ୍ୟ ସେତେ ଭଲ ହୋଇଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାଯାଇଛି।

-ଏକ ରିସର୍ଚ୍ଚ ମୁତାବକ ପର୍ଣ୍ଣ ଦେଖୁଥିବା ପୁରୁଷମାନେ ମହିଳାଙ୍କ ସହ ଭଲ ବ୍ୟବହାର କରିଥାନ୍ତି। ସେମାନେ ମହିଳାଙ୍କୁ ବୁଝିବା ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି।

-ଭୁଲ ଢଙ୍ଗରେ ସାଇକେଲିଂ କରିବା ଦ୍ୱାରା ପୁରୁଷମାନେ ନପୁଂସକ ହେବା ଆଶଙ୍କା ବଢ଼ିଯାଏ।

-ଏକ ସର୍ଭେରୁ ଜଣାଯାଇଛି ଯେ ଅଧିକ ଦରମା ପାଉଥିବା ପୁରୁଷ ବଡ଼ ବ୍ରେଷ୍ଟ ଥିବା ମହିଳାଙ୍କୁ ପସନ୍ଦ କରିଥାନ୍ତି।

-ପୁରୁଷମାନେ ସବୁ ମହିଳାଙ୍କୁ ସାହାଯ୍ୟ କରିବାକୁ ପସନ୍ଦ କରିଥାନ୍ତି। ମାତ୍ର ବଡ଼ ବ୍ରେଷ୍ଟ ଥିବା ମହିଳାଙ୍କୁ ସାହାଯ୍ୟ କରିବାକୁ ସେମାନେ ଅଧିକ ଖୁସି ହୋଇଥାନ୍ତି।

-ବର୍ତ୍ତମାନ ସ୍ଲିମ୍‌ ଟ୍ରିମ୍‌ର ଯୁଗ ଚାଲିଥିଲେ ମଧ୍ୟ ରିସର୍ଚ୍ଚରେ ଜଣାଯାଇଛି ଯେ ମୋଟା ପୁରୁଷମାନେ ବେଡ୍‌ରେ ଅଧିକ ଭଲ ପରଫମାନ୍ସ ଦେଇଥାନ୍ତି।

WCW 11

Recent Posts

ଗ୍ରାଜୁଏସନ କରିଥିଲେ ଆକାଉଣ୍ଟ ଅଫିସର ପାଇଁ କରନ୍ତୁ ଆବେଦନ, ମାସକୁ ମିଳିବ ୯୦ ହଜାରରୁ ଅଧିକ ଦରମା

ଆସିଷ୍ଟାଣ୍ଟ ଆକାଉଣ୍ଟ ଅଫିସର ପଦବୀ ପାଇଁ ଭର୍ତ୍ତି ହେଉଛି । ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ…

2 mins ago

ଆଜି ମୁଖ୍ୟମନ୍ତ୍ରୀ ବାଛିବ ବିଜେପି, ଓଡ଼ିଶା ପହଞ୍ଚିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

ଆଉ କିଛି ଘଣ୍ଟାର ଅପେକ୍ଷା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବ। ମୁଖ୍ୟମନ୍ତ୍ରୀ ସସ୍ପେନ୍ସରୁ ପରଦା ହଟିବ। ଆଜି ମୁଖ୍ୟମନ୍ତ୍ରୀ…

10 mins ago

iphone ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପ୍‌ ଆଣିଲା ଖାସ୍‌ ଫିଚର, ଜରୁରୀ ଚାଟ ହେବ ଆହୁରି ସୁରକ୍ଷିତ

ଆଇଫୋନ୍ ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପରେ ଏକ ନୂଆ ଫିଚର ଆସିଛି । ୟୁଜରମାନଙ୍କ ଜରୁରୀ ଚାଟ୍‌ ଏବେ ଆହୁରି ସୁରକ୍ଷିତ…

24 mins ago

ମୂଲ୍ୟବାନ କାଠ ଗଣ୍ଡିକୁ ବେଆଇନ ଭାବରେ ବିକ୍ରି କରିବା ପାଇଁ ଚାଲିଛି କି ଷଡଯନ୍ତ୍ର?

ପାଟଣାଗଡ଼ (କେନ୍ୟୁଜ): ବର୍ତମାନ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ବର୍ଷକୁ ବର୍ଷ ତାପମାତ୍ରା ବଢ଼ି ବଢ଼ି ଚାଲିଛି…

28 mins ago

ରାତିସାରା ପାଣିରେ ଭିଜାଇ ଖାଆନ୍ତୁ ଏହିସବୁ ଡ୍ରାଏ ଫ୍ରୁଟସ୍, ମିଳିବ ଅନେକ ସ୍ୱାସ୍ଥ୍ୟ ଲାଭ

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରାୟତଃ ଖାଦ୍ୟରେ ଡ୍ରାଏ ଫ୍ରୁଟସ୍ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଅନ୍ତି । ଆପଣ ଏହା ମଧ୍ୟ ଜାଣିବା…

38 mins ago

ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ ଆତଙ୍କୀ ଆକ୍ରମଣ: ସେନା ଏବଂ ସିଆରପିଏଫର ୧୧ଟି ଟିମ୍‌ କରୁଛି ସର୍ଚ୍ଚ ଅପରେସନ, କମାଣ୍ଡୋ ଏବଂ ଡ୍ରୋନ ନିୟୋଜିତ

ଜମ୍ମୁ-କଶ୍ମୀରରେ ତୀର୍ଥଯାତ୍ରୀଙ୍କ ବସ୍ ଉପରେ ଆତଙ୍କୀ ଆକ୍ରମଣକାରୀଙ୍କୁ ଖୋଜୁଛି ଭାରତୀୟ ସେନା । ସେନା ଏବଂ ସିଆରପିଏଫର ୧୧ଟି ଟିମ୍…

1 hour ago