୧୧ ଲକ୍ଷ ଟଙ୍କାରେ ଟର୍ବୋ-ପେଟ୍ରୋଲ୍ ଇଞ୍ଜିନ ସହିତ ଭାରତରେ ମହଜୁଦ ରହିଛି ଏହି ଦମଦାର ଏସୟୁଭି
କାର କିଣିବା ପୂର୍ବରୁ ଲୋମାନେ ପ୍ରଥମେ ମାର୍କେଟ ଆନାଲାଇଜ୍ କରନ୍ତି । ବହୁତ ଦେଖାଦେଖି କରନ୍ତି, ବହୁତ ଲୋକଙ୍କ ପାଖରୁ ପରାମର୍ଶ ନିଅନ୍ତି । ଆଉ କାରର ଦାମ୍ ଏବଂ ଫିଚର୍ସ ସହିତ ତାର ପରଫର୍ମାନ୍ସକୁ ବି ଧ୍ୟାନରେ ରଖନ୍ତି । ତାସହିତ ଲୋକମାନେ ନିଜ ପସନ୍ଦରେ ଇଞ୍ଜିନ ବି ଚୟନ କରନ୍ତି । ୧୧ ଲକ୍ଷ ଟଙ୍କା ରେଞ୍ଜରେ ଟର୍ବୋ-ପେଟ୍ରୋଲ ଇଞ୍ଜିନ ସହିତ ଅନେକ ଦମଦାର ୟୁଏସଭି ଭାରତୀୟ ବଜାରରେ ମହଜୁଦ ରହିଛି ।
କିଆ ସନେଟରେ ୧.୦…
Read More...