ଏଣିକି ଘରୋଇ ଡାକ୍ତରଖାନାରେ ୪୦୦ ଟଙ୍କାରେ ହେବ ଆରଟିପିସିଆର ଟେଷ୍ଟ, ପରୀକ୍ଷା ପାଇଁ ନେଇ ପାରିବେନି ଅଧିକ ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  ଏଣିକି ୪୦୦ ଟଙ୍କାରେ ହେବ ଆରଟିପିସିଆର ଟେଷ୍ଟ । ଘରୋଇ ଲାବୋରେଟୋରୀ ବା ଘରୋଇ ହସପିଟାଲରେ ୪୦୦ ଟଙ୍କାରେ ହେବ କରୋନା ଆରଟିପିସିଆର ଟେଷ୍ଟ । ପରୀକ୍ଷା ପାଇଁ ଘରୋଇ ଡାକ୍ତରଖାନା ନେଇ ପାରିବେନି ଅଧିକ ଟଙ୍କା ।

ପୂର୍ବରୁ ଦେବାକୁ ପଡ଼ୁଥିଲା ୧୨୦୦ ଟଙ୍କା । ୨୨୦୦ ଟଙ୍କାରୁ ୧୨୦୦ ଟଙ୍କା କରିଥିଲେ ରାଜ୍ୟ ସରକାର । ଏବେ କରୋନା ପାଇଁ ଆରଟିପିସିଆର ଟେଷ୍ଟ ବାବଦରେ GST ସହ ପଡିବ ୪୦୦ ଟଙ୍କା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ନିର୍ଦ୍ଦେଶନାମା ଜାରି କରିଛି ।

 

Leave A Reply

Your email address will not be published.