Odisha News
.

ଗୃହ ସଚିବ ଭାବେ ଦାୟିତ୍ୱ ନେଲେ ସଞ୍ଜୀବ ଚୋପ୍ରା

କେନ୍ୟୁଜ୍: ଗୃହ ସଚିବ ଭାବେ ଦାୟିତ୍ୱ ନେଲେ ସଞ୍ଜୀବ ଚୋପ୍ରା। ଦାୟିତ୍ୱ ନେବା ପରେ ସଞ୍ଜୀବ ଚୋପ୍ରା ପ୍ରତିକ୍ରିୟା ରଖି କହିଛନ୍ତି, କମ୍ୟୁନିଟି ପୋଲିସିଂ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଓଡ଼ିଶାରେ ଶାନ୍ତି ଶୃଙ୍ଖଳା ରହିଛି। ଆଗକୁ ଏହାକୁ ବଜାୟ ରଖିବେ ବୋଲି ସଞ୍ଜୟ ଚୋପ୍ରା କହିଛନ୍ତି।

Loading...

Leave A Reply

Your email address will not be published.