ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା, ରାଜଧାନୀର ତାପମାତ୍ରା ୪୦.୦୬ ଡିଗ୍ରୀ ରେକର୍ଡ
ଭୁବନେଶ୍ୱର : ସାରା ରାଜ୍ୟରେ ଅସମ୍ଭାଳ ତାତି। ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ବର । ରାଜଧାନୀର ତାପମାତ୍ରା ୪୦.୦୬ ଡିଗ୍ରୀ ରେକର୍ଡ କରାଯାଇଛି । ବାଲେଶ୍ବରରେ ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟସ ଥିବା ବେଳେ ଚାନ୍ଦବାଲିରେ ୪୦ଡିଗ୍ରୀ ରେକର୍ଡ ହୋଇଛି ।
ସେହିପରି ଝାରସୁଗୁଡ଼ାରେ ୪୦ ଡିଗ୍ରୀ ପାରଦ ଥିବା ବେଳେ ସମ୍ବଲପୁରରେ ୩୯.୦୭ ଡିଗ୍ରୀ ସେଲସିୟସ ରହିଛି । ଆଗକୁ ଆହୁରି ପ୍ରଚଣ୍ଡ…
Read More...