Odisha News

SBI ରେ ଚାକିରୀ ପାଇବାର ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ବିଶେଷ କ୍ୟାଡର ଅଧିକାରୀଙ୍କ ପଦବୀରେ ନିଯୁକ୍ତି ଜାରି କରାଯାଇଛି। ଇଛୁକ ପାର୍ଥୀମାନେ ବର୍ତ୍ତମାନ ବ୍ୟାଙ୍କର ଅଧିକାରିକ ୱେବସାଇଟ୍ କୁ ଯାଇ ସମସ୍ତ ତଥ୍ୟ ସମ୍ପର୍କରେ ଜାଣିପାରିବେ। ଆବେଦନ କରିବାର ଶେଷ ତାରିଖ ୬ ନଭେମ୍ବର ୨୦୧୯ କିମ୍ବା ଏହା ପୂର୍ବରୁ ଫର୍ମ ପୂରଣ କରିପାରିବେ।

ଅନଲାଇନ୍ ଆବେଦନ ଏବଂ ଫିସ୍ ପୂରଣ କରିବାର ଆରମ୍ଭ ତାରିଖ: ୧୫ ଅକ୍ଟୋବର ୨୦୧୯

ଅନଲାଇନ୍ ଆବେଦନ ଏବଂ ଫିସ୍ ପୂରଣ କରିବାର ଶେଷ ତାରିଖ: ୬ ନଭେମ୍ବର ୨୦୧୯

ଜାଣନ୍ତୁ କେଉଁ ପଦବୀରେ କେତୋଟି ପଦ ଖାଲି ରହିଛି

-ପ୍ରବନ୍ଧକ (ମାର୍କେଟିଂ-ରିୟଲ ଷ୍ଟେଟ ଏବଂ ହାଉସିଂ)- ୧ପଦ

-ପ୍ରବନ୍ଧକ (ବିଲ୍ଡର ରିଲେସନ)- ୨ ପଦ

-ପ୍ରବନ୍ଧକ (ପ୍ରଡକ୍ସନ ଡିଭ ଏବଂ ରିସର୍ଚ୍ଚ)-୨ ପଦ

-ପ୍ରବନ୍ଧକ (ରିସ୍କ Mgmt-IBG)-୨ ପଦ

-ପ୍ରବନ୍ଧକ (କ୍ରେଡିଟ ଏନାଲିଷ୍ଟ-ଆଇବିଜି)- ୨ ପଦ

-ବରିଷ୍ଠ ବିଶେଷ କାଯ୍ୟର୍କାରୀ (ଅନୁପାଳନ)- ୧ ପଦ

job-search-ବରିଷ୍ଠ କାଯ୍ୟର୍କାରୀ-ବିତୀୟ ସଂସ୍ଥାନ (କୋରେସ୍ପୋଣ୍ଡେଣ୍ଟ ରିଲେସନ୍‌)- ୧ ପଦ

-ବରିଷ୍ଠ ବିଶେଷ କାଯ୍ୟର୍କାରୀ (ରଣନୀତି-ଟିଜିଏମ୍‌)- ୧ ପଦ

-ସିନିୟର ସ୍ପେଶାଲ ଏକ୍ଜୁକ୍ୟୁଟିଭ୍ (ଏଫଇଏମଏ କମ୍ପଲିଆନ୍ସ)- ୧ ପଦ

-ଏକ୍ଜୁକ୍ୟୁଟିଭ୍ (ଏଫଆଇ ଏବଂ ଏମ୍‌ଏମ୍‌)- ୨୧ ପଦ

-ସିନିୟର ଏକ୍ଜୁକ୍ୟୁଟିଭ୍ (ସୋସିଆଲ ବ୍ୟାଙ୍କିଂ ଆଣ୍ଡ CSR)- ୮ ପଦ

– ମ୍ୟାନେଜର (ଏନିଟାଇମ୍ ଚ୍ୟାନେଲ)- ୧ ପଦ

-ମ୍ୟାନେଜର (ବିଶ୍ଲେଷକ-FI) – ୩ପଦ

-ଉପ ମ୍ୟାନେଜର (ଏଗ୍ରୀ-ସପ୍ଲାଇ)- ୫ପଦ

-ପ୍ରବନ୍ଧକ ବିଶ୍ଲେଷକ- ୭ ପଦ

-ବରିଷ୍ଠ କାଯ୍ୟର୍କାରୀ (ରିଟେଲ ବ୍ୟାକିଙ୍ଗ୍‌)- ୯ପଦ

ଏହାସହ ପଢନ୍ତୁ:  GoAir ର ବମ୍ପର ଅଫର୍‌, ମାତ୍ର ୧୨୯୬ ଟଙ୍କାରେ କରି ପାରିବେ ବିମାନ ଯାତ୍ରା

ଆବେଦନ ଶୁଳ୍କ:

ସାମାନ୍ୟ, ଓବିସି ଏବଂ ଇଡବ୍ଲ୍ୟୁଏସ୍ ପାର୍ଥୀମାନଙ୍କ ପାଇଁ – ୭୫୦ ଟଙ୍କା
ଏସସି, ଏସଟି ଏବଂ ପିଡବ୍ଲ୍ୟୁଡି ପାର୍ଥୀମାନଙ୍କ ପାଇଁ ଆବେଦନ ଶୁଳ୍କ ନାହିଁ।

ଚୟନ ପକ୍ରିୟା:

ଆବେଦନକାରୀମାନଙ୍କ ଚୟନ ସର୍ଟ ଲିଷ୍ଟିଂ ଏବଂ ସାକ୍ଷାତକାର ମାଧ୍ୟମରେ ପଦବୀ ପାଇଁ ଚୟନ କରାଯିବ।

Loading...

Leave A Reply

Your email address will not be published.