ସକାଳୁ ନାକେଦମ କଲାଣି ତାତି: ସାଢେ ୮ରେ ବାଲେଶ୍ୱର ଓ ଅନୁଗୁଳରେ ୩୬ ଡିଗ୍ରୀ ରେକର୍ଡ
ଭୁବନେଶ୍ୱର (କେନ୍ୟୁଜ): ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ ନାହିଁ। ତାତି ଆହୁରି ବଢ଼ିବ, ଲୋକେ କଲବଲ ହେବେ। ବିଶେଷ କରି ୨୭ ଓ ୨୮ରେ ସ୍ଥିତି ଅସମ୍ଭାଳ ହେବ। କାଁ ଭାଁ ଅଞ୍ଚଳକୁ ଛାଡ଼ି ଦେଲେ ସାରା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ (ହିଟ୍ ୱେଭ୍-ସିଭିୟର ହିଟ୍ ୱେଭ୍) ପରିସ୍ଥିତି ସୃଷ୍ଟି ହେବ। ଆଜି ସକାଳ ୮ଟା ୩୦ ସୁଦ୍ଧା ବାଲେଶ୍ବରରେ ୩୬ ଡିଗ୍ରୀ ରେକର୍ଡ ହୋଇଛି ତାପମାତ୍ରା । ଅନୁଗୁଳରେ ୩୬ ଡିଗ୍ରୀ,…
Read More...