‘ରାମଦେବ ଓ ଆଚାର୍ଯ୍ୟ ବାଲକୃଷ୍ଣ କୋର୍ଟରେ ହାଜର ହୁଅ…’ ପତଞ୍ଜଳି ବିଜ୍ଞାପନ ମାମଲାରେ ସୁପ୍ରିମ୍କୋର୍ଟଙ୍କ କଡ଼ା ଆଦେଶ
ଆୟୁର୍ବେଦିକ କମ୍ପାନୀ ‘ପତଞ୍ଜଳି ଆୟୁର୍ବେଦ’ର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟ ବାବା ରାମଦେବଙ୍କୁ ଅବମାନନା ନୋଟିସ ଜାରି କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ କୋର୍ଟରେ ହାଜର ହେବାକୁ କହିଛନ୍ତି ।
ଶୁଣାଣି ସମୟରେ କୋର୍ଟ ରାମଦେବଙ୍କ ଓକିଲଙ୍କୁ ପଚାରିଥିଲେ କି, ଆପଣ ଏ ପର୍ଯ୍ୟନ୍ତ କାହିଁକି ଉତ୍ତର ଦାଖଲ କରିନାହାନ୍ତି ? ଉଭୟ ରାମଦେବ ଏବଂ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ କୋର୍ଟରେ ହାଜର ହେବାକୁ…
Read More...