ଝିଅର ନିର୍ବାଚନୀ ଖର୍ଚ୍ଚ ପାଇଁ ଘରଡିହ ବିକିଦେଲେ ପୂର୍ବତନ ବିଧାୟକ
ଆଳି (କେନ୍ୟୁଜ) : ଝିଅ ଲଢ଼ୁଛି ନିର୍ବାଚନ । ସେଥିପାଇଁ ବାପା ବିକ୍ରି କରିଦେଲେ ନିଜର ପୈତୃକ ଘରଡିହ । ହଁ ଆଜ୍ଞା ଏମିତି ଜଣେ ବାପା ଯିଏକି ଝିଅର ନର୍ବାଚନ ଖର୍ଚ୍ଚ ମେଣ୍ଟାଇବାକୁ ଏମିତି ଏକ ପଦକ୍ଷେପ ନେଇଛନ୍ତି । ଝିଅକୁ ନିର୍ବାଚନ ରଣକ୍ଷେତ୍ରରେ ଦୃଢ଼ କରି ଛିଡା କରିବାକୁ ସାହସ ସାଜିଛନ୍ତି ବାପା । ଆଜିକାଲି ସେଇମାନେ ନିର୍ବାଚନ ଲଢୁଛନ୍ତି ଯେଉଁମାନଙ୍କ ପାଖରେ ପ୍ରଚୁର ଅର୍ଥ ଅଛି । ତେବେ ଏମିତି ଧାରଣାକୁ ଭୂଲ୍ ପ୍ରମାଣିତ କରି…
Read More...