କାଳବୈଶାଖୀ ସତ୍ତ୍ବେ ତାତିରେ ଲାଗୁନି ବ୍ରେକ, ଆହୁରି ୫ ଦିନ ଜାଳିବ
ଭୁବନେଶ୍ୱର (କେନ୍ୟୁଜ): କାଳବୈଶାଖୀ ବର୍ଷା ସତ୍ତ୍ବେ ତାତିରେ ଲାଗୁନି ବ୍ରେକ । ୪୩.୨ ଡିଗ୍ରୀ ସହ ଭୁବନେଶ୍ବର ଓ ନୂଆପଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ୪୧ ସହର ଉପରେ ରେକର୍ଡ ହୋଇଛି ୨୦ ସହରର ତାପମାତ୍ରା । ଆଉ ୫ ଦିନ ତାତିରୁ ନିସ୍ତାର ନାହିଁ । ୨୭ ଓ ୨୮ରେ ଅଧିକ କଲବଲ କରିବ ତାତି । ପାଞ୍ଚ ଦିନ ହିଟ୍ ୱେଭ ଓ ସିଭିୟର ହିଟ ୱେଭ ପାଇଁ ସତର୍କ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୪ରୁ ୫ ଦିନ ମଧ୍ୟରେ…
Read More...