ପାକିସ୍ତାନରେ ବ୍ୟାନ୍ ହେଲା X, ଜାଣନ୍ତୁ କାହିଁକି ନିଆଗଲା ଏଭଳି ପଦକ୍ଷେପ
ପାକିସ୍ତାନରେ ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X (ଟ୍ୱିଟର)କୁ ବ୍ୟାନ୍ କରାଯାଇଛି । ସମଗ୍ର ଦୁନିଆରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମର ଅନେକ ୟୁଜର୍ସ ଥିବାବେଳେ ପାକିସ୍ତାନରେ ଏହାକୁ ବ୍ୟାନ୍ କରାଯାଇଛି । ଯାହା ପରେ ସୋସିଆଲ୍ ମିଡିଆ ୟୁଜର୍ସଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଛି । ତେବେ ଏଭଳି ପଦକ୍ଷେପ କାହିଁକି ନିଆଯାଇଛି ଆସନ୍ତୁ ଜାଣିବା ।
ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ସରକାର ଫେବୃଆରୀରେ X ଉପରେ…
Read More...