ଉର୍ବଶୀ ରୌତେଲା ମା’, ବାପାଙ୍କ ସହ ଉତ୍ତରାଖଣ୍ଡରେ କଲେ ମତଦାନ, ଲୋକଙ୍କୁ କଲେ ଏହି ଅପିଲ୍
ଉର୍ବଶୀ ରୌତେଲା ବଲିଉଡ୍ ଏବଂ ମଡେଲିଂ ଇଣ୍ଡଷ୍ଟ୍ରୀର ଏକ ଜଣାଶୁଣା ଚେହେରା । ଉର୍ବଶୀ ଫିଲ୍ମଠାରୁ ଅଧିକ ନିଜର ବୟାନ ଏବଂ ସୋସିଆଲ ମିଡିଆ ପ୍ରେଜେନ୍ସ ପାଇଁ ଜଣା ଯାଆନ୍ତି । ତେବେ ଆଜି ସାରା ଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯାଉଥିବା ବେଳେ ଅଭିନେତ୍ରୀ ନିଜ ପରିବାର ସହିତ ଭୋଟ୍ ଦେବାକୁ ପହଞ୍ଚିଥିଲେ ।
ସେ ଉତ୍ତରାଖଣ୍ଡର କୋଟ୍ଦ୍ୱାରରେ ମତଦାନ କରିବାକୁ ନିଜ ମା’, ବାପାଙ୍କ ସହ…
Read More...