ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେତୁ ଭୟଙ୍କର ଭୁସ୍କଳନ
ଅରୁଣାଚଳ ପ୍ରଦେଶରେ କିଛି ସ୍ଥାନରେ ଭୁସ୍ଖଳନ ହୋଇଛି । ତେବେ ଅରୁଣାଚଳରେ ଲଗାତାର ବର୍ଷା କାରଣରୁ ଏହି ଭୂସ୍ଖଳନ ହୋଇଥିବା କୁହାଯାଉଛି । ଚୀନ୍ର ସୀମାକୁ ସଂଯୋଗ କରୁଥିବା ଏକ ରାଜପଥରେ ଏହି ଭୂସ୍ଖଳନ ହୋଇଛି । ଏହି କାରଣରୁ, ଦିବ୍ୟାଙ୍ଗ ଉପତ୍ୟକା ସମେତ ଚୀନ୍ ସୀମାବର୍ତ୍ତୀ ଅଞ୍ଚଳ ସହ ଯୋଗାଯୋଗ ନଷ୍ଟ ହୋଇଯାଇଛି ।
ଜଣେ ଅଧିକାରୀଙ୍କ କହିବାନୁସାରେ, ଗତ କିଛି ଦିନ ହେବ ସଂପୃକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଏହି କାରଣରୁ…
Read More...