Categories: ସ୍ପେଶାଲ

ମୃତ୍ୟୁ ପୂର୍ବରୁ ଆସିଥାଏ ଏହି ୧୦ ସଙ୍କେତ , ଗରୁଡ ପୁରାଣରେ ହୋଇଛି ବର୍ଣ୍ଣିତ

ଜନ୍ମ ଥିଲେ ମୃତ୍ୟୁ ନିଶ୍ଚିତ । ଯିଏ ଯେତେ ଶକ୍ତିଶାଳୀ ହେଉନା କାହିଁକି ସମସ୍ତେ ଦିନେ ନା ଦିନେ ଦୁନିଆରୁ ହେବେ ବିଦା । ତେବେ ଆମ ଶାସ୍ତ୍ର ଏବଂ ପୁରାଣରେ ମୃତ୍ୟୁ ପୂର୍ବରୁ ଆସୁଥିବା ସଙ୍କେତ ବିଷୟରେ ବର୍ଣ୍ଣିତ ହୋଇଛି । ଏବେ ନଜର ପକାନ୍ତୁ କଣ ସେହି ସଙ୍କେତ ।-

– ଯେତେବେଳେ କୌଣସି ବ୍ଯକ୍ତିର ମୃତ୍ୟୁ ନିକଟତର ହୋଇଆସେ ସେତେବେଳେ ଛାଇ ବି ସାଥ ଛାଡିଦିଏ । ଏପରିକି ପାଣି ଏବଂ ତେଲରେ ମଧ୍ୟ ଛାଇ ଦେଖାଯାଇନଥାଏ ।

ଏହା ସହ ପଢନ୍ତୁ ଏମିତି ଥିଲେ ଜଣେ ରସିକିଆ ରାଜା, ଯାହାଙ୍କର ଥିଲେ ୩୬୫ ରାଣୀ, ଲଣ୍ଠନ ଲଭିଲେ ସେହି ରାଣୀ ରାତିକ ପାଇଁ ତାଙ୍କର

– ମୃତ୍ୟୁର କିଛି ସମୟ ପୂର୍ବରୁ ବ୍ଯକ୍ତିର ଶରୀରରୁ ଅଜବ ପ୍ରକାର ଗନ୍ଧ ଆସିବା ଆରମ୍ଭ ହୋଇଥାଏ । ଯାହା ଆଗରୁ କେବେ ଆସିନଥାଏ ।

–  ଯେତେବେଳେ ଆଇନାରେ ନିଜ ଚେହେରା ସ୍ଥାନରେ ଆଉ କାହା ଚେହେରା ଦେଖାଯାଇଥାଏ ଜାଣନ୍ତୁ ମୃତ୍ୟୁ ପାଖ ହୋଇଆସିଲାଣି ।

– ସେହିପରି ଜହ୍ନକୁ ଦେଖିରେ ସେଥିରେ ଫାଟ ଥିବାର ଦେଖାଯାଇଥାଏ ତେବେ ଜାଣନ୍ତୁ ମୃତ୍ୟୁ ନିକଟକବର୍ତ୍ତୀ ହୋଇ ଆସିଲାଣି ।

– ମୃତ୍ୟୁ ନିକଟ ହୋଇ ଆସିଲେ ଶରୀରର ରଙ୍ଗ ହଳଦିଆ ଏବଂ ହଲକା ଲାଲ୍ ହେବାକୁ ଲାଗେ ।

– ଯେଉଁମାନଙ୍କ କର୍ମ ଭଲ ଥାଏ ସେମାନଙ୍କ ସାମ୍ନାରେ ଏକ ଦିବ୍ଯ ପ୍ରକାଶ ନଜର ଆସିଥାଏ । ଏହା ସହ ଉକ୍ତ ବ୍ଯକ୍ତ ଜଣକ ମୃତ୍ୟୁ ସମୟରେ ଭୟଭିତ ହୋଇନଥାଏ ।

ଏହା ସହ ପଢନ୍ତୁ ବୈଜ୍ଞାନିକଙ୍କ ଐତିହାସିକ ରିସର୍ଚ୍ଚ, ଏବେ ମୃତ୍ୟୁ ପୂର୍ବରୁ ଜଣାପଡିଯିବ ମୃତ୍ୟୁର କାରଣ

– ଯେତେବେଳେ ବ୍ଯକ୍ତିକୁ ଜହ୍ନ ଏବଂ ସୂର୍ଯ୍ଯର ଚମକ ଦେଖାଦେଇନଥାଏ ଜାଣନ୍ତୁ ମୃତ୍ୟୁ ପାଖ ହୋଇଆସିଲାଣି ।

– ଯେଉଁ ବ୍ଯକ୍ତିର ନାକ, ମୁହଁ ଏବଂ ଜିଭ କଠୋର ହେବାକୁ ଲାଗେ ଜାଣିନିଅନ୍ତୁ ମୃତ୍ୟୁ ଆଉ ଅଳ୍ପ ଦୂର ।

– ମୃତ୍ୟୁ ଆସିଲେ ବ୍ଯକ୍ତିର ଦୃଷ୍ଟି ଶକ୍ତି ଶେଷ ହୋଇଆସେ । ଏବଂ ନିଜର ଆଖପାଖରେ ଥିବା ଲୋକ ନଜର ଆସନ୍ତି ନାହିଁ ।

KNews Bureau

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

13 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

28 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

41 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

41 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago