ଏହି ସୁନ୍ଦର ଦେଖାଯାଉଥିବା ବ୍ୟକ୍ତିଙ୍କ ବୟସ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ସିଙ୍ଗାପୁରରେ ରହୁଥିବା ଏହି ସୁନ୍ଦର ବ୍ୟକ୍ତିଙ୍କ ନାମ ହେଉଛି ଚୂଆନଦୋ । କଣ ଆପଣ ଅନୁମାନ କରିପାରୁଛନ୍ତି ଯେ ତାଙ୍କର ବୟସ କେତେ ହେବ ? ଚୂଆନଦୋ ପେଶାରେ ଜଣେ ଫଟୋଗ୍ରାଫର ଅଟନ୍ତି ଏବଂ ତାଙ୍କ କମ୍ପାନୀର ନାମ ହେଉଛି ‘ଚୂଆନଦୋ ଆଣ୍ଡ ଫ୍ରେ’ ।

 

काफी यंग लग रहे हैं न?

ଇନଷ୍ଟାଗ୍ରାମରେ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ୱ ଫଲୋଅର୍ସ ଥିବା ଚୂଆନଦୋ ୮୦ ଏବଂ ୯୦ ଦଶକରେ ମଡେଲିଂ ଦୁନିଆରେ ଧୁମ ମଚାଇଥିଲେ । ବର୍ତ୍ତମାନ ଆପଣ ଭାବୁଥିବେ ଯେ ଏହି ବ୍ୟକ୍ତି ତ ୯୦ ଦଶକରେ ଜନ୍ମ ନେଇଥିବେ ତାହେଲେ କଣ ଜନ୍ମ ହେଉ ହେଉ ସେ ମଡେଲିଂ ଆରମ୍ଭ କରିଦେଇଥିଲେ ?

 

बताइए जरा, इस 'लड़के' की उम्र क्या है

ଚୂଆନଦୋ ପାଦଠାରୁ ନେଇ ମୁଣ୍ଡ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବେ ଏକ ଯୁବକ ପରି ଦେଖାଯାଆନ୍ତି । କିନ୍ତୁ ପ୍ରକୃତରେ ସେ ହେଉଛନ୍ତି ଜଣେ ବୟସ୍କ ବ୍ୟକ୍ତି ଏବଂ ତାଙ୍କର ବୟସ ଶୁଣିବା ମାତ୍ରେ ଆପଣଙ୍କ ହୋସ ଉଡିଯିବ ।

कुछ अंदाजा लगा क्या?

ଏହାସହ ପଢନ୍ତୁ ନଖ ବଢାଇବାର ସଉକ କରିଦେଇଛି ପାଗଳ, ବର୍ଷ ବର୍ଷ ଧରି ନଖ କାଟି ନାହାଁନ୍ତି ଏହି ଯୁବତୀ

ଆଜ୍ଞା ହଁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଯେ ୨୦-୨୨ ବର୍ଷର ଯୁବକ ପରି ଦେଖାଯାଉଥିବା ଚୂଆନଦୋଙ୍କ ପ୍ରକୃତ ବୟସ ୫୦ ବର୍ଷ । ତାଙ୍କର ଏହି ଫିଟନେସର ରାଜ ନା ହିଁ କେବଳ ଜିମରେ ଲୁଚି ରହିଛି ବରଂ ଏହାର କ୍ରେଡିଟ ତାଙ୍କ ଖାଦ୍ୟପେୟ ଏବଂ ଜୀବନଶୈଳୀକୁ ମଧ୍ୟ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.